ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲାଲ ତାଣ୍ଡବ: ଜଣେ ଯବାନ ସହିଦ, ୨ ଗୁରୁତର

ଛତିଶଗଡ଼(କେନ୍ୟୁଜ୍) : ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଲାଲ ତାଣ୍ଡବ। ଜଣେ ଯବାନ ସହିଦ, ୨ ଯବାନ ଗୁରୁତର। କେଶକୁତୁଲ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ। ଯବାନଙ୍କ ସହ ଜଣେ ସ୍ଥାନୀୟ ଗ୍ରାମବାସୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ୨ଯବାନ ଗୁରୁତର ହେବା ସହ ଜଣେ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି। ଏବେବି ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.