Below header

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ମା’ ହୀରା ବେନ୍, ହାତଯୋଡି ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ

ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ । ଦେଶରେ ଲୋକସଭା ଆସନ ପାଇଁ ଭୋଟ ଗଣତି ଚାଲିଥିବାବେଳେ ଏହି ପରିପେକ୍ଷୀରେ ଆଗରେ ରହିଛି ବିଜେପି । ଏକଜିଟ ପୋଲ ରିପୋର୍ଟର ଆକଳନ ଠିକ୍ ସାବ୍ଯସ୍ତ ହୋଇଛି । ଟ୍ରେଣ୍ଡିଂ ରିପୋର୍ଟ ଅନୁସାରେ ବିଜେପି ଆଗୁଆ ରହିଛି ।

modiମୋଦିଙ୍କ ବିଜୟ ଆଗମନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ଭାବବିହ୍ୱଳ ହୋଇପଡିଛନ୍ତି । ସେ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇବା ସହ ପୁଅର ବିଜୟକୁ ନେଇ ଆଶ୍ୱସ୍ତ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ମଧ୍ୟ ଏହାକୁ ନେଇ ଖୁବ୍ ଖୁସି ଜାହିର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.