ମୋଦିଙ୍କ ଟାର୍ଗେଟରେ ପାକିସ୍ତାନ

ନୂଆଦିଲ୍ଲୀ : ବିଶ୍ୱର ଏନର୍ଜି କ୍ୟାପିଟାଲ ହ୍ୟୁଷ୍ଟନରେ ନାଁ ନନେଇ ପାକିସ୍ତାନକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁକଶ୍ମୀରରେ ଅନୁଚ୍ଛେଦ ୩୭୦ ଧାରା ଉଚ୍ଛେଦ ପରେ କିଛି ଦେଶ ଛାନିଆ ହୋଇଥିବା ମୋଦି କହିଛନ୍ତି । ଆମେରିକାର ୯/ ୧୧ ଓ ମୁମ୍ବାଇ ୨୬ / ୧୧ ଆକ୍ରମଣର ମାଷ୍ଟରମାଇଣ୍ଡ କେଉଁଠି ଧରା ପଡୁଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି । ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ସମୟ ଆସିଛି ବୋଲି ମୋଦି ଆହ୍ନାନ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.