Below header

ପ୍ରକାଶ ପାଇଲା ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷା ଫଳ, ରାଜସ୍ଥାନ ଝିଅ ତନିସ୍କା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ୍‌ ୟୁଜି ପ୍ରବେଶିକା ପରୀକ୍ଷା ଫଳ। ପରୀକ୍ଷା ମାଧ୍ୟମରେ ଉତୀନ୍ନ ଛାତ୍ରଛାତ୍ରୀ MBBS ମେଡିକାଲ ସିଟ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଟପ୍ପର ହୋଇଛନ୍ତି ରାଜସ୍ଥାନ ଝିଅ ତନିସ୍କା । ୭୨୦ରୁ ମୋଟ ୭୧୫ ନମ୍ବର ରଖିଛନ୍ତି। ଟପ୍‌ ୫୦ ତାଲିକାରେ ୨୦ ଜଣ ଛାତ୍ରୀ ରହିଛନ୍ତି। ୫୦ ଜଣଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ। ୭୨୦ରୁ ୭୦୫ ମାର୍କ ରଖିଛନ୍ତି ସୋମଦତ୍ତ। ତାଙ୍କ ରାଂଙ୍କ ୩୯ ରହିଛି। www.nta.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.