ଅର୍ଥନୀତି ବିଜ୍ଞାନ ପାଇଁ ଓ୍ଵିଲିୟମ୍‌ ଡି. ନୋରଧସ୍‌ ଓ ପଲ୍‌ ଏମ୍‌. ରୋମର୍‌ ପାଇବେ ନୋବେଲ

ଅର୍ଥନୀତି ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା । ଚଳିତବର୍ଷ ଦୁଇ ଜଣଙ୍କୁ ମିଳିବ ଅର୍ଥନୀତି ବିଜ୍ଞାନରେ ନୋବେଲ । ଆମେରିକାର ଓ୍ଵିଲିୟମ୍‌ ଡି. ନୋରଧସ୍‌ ଓ ପଲ୍‌ ଏମ୍‌. ରୋମର୍‌ ମନୋନୀତ ହୋଇଛନ୍ତି । ଏ ନେଇ ରୟାଲ ସ୍ୱେଡିସ୍‌ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଘୋଷଣା କରାଯାଇଛି । ଉଭୟ ମାକ୍ରୋ ଇକୋନୋମିକ୍ସ ଆନାଲିସିସ୍‌ ପାଇଁ କାମ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.