ତ୍ରିପୁରା ସୀମାନ୍ତରେ ସହିଦ ହେଲେ ଓଡ଼ିଆ ବିଏସଏଫ ଯବାନ

ତ୍ରିପୁରା ସୀମାନ୍ତରେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ। ସକାଳେ ଓଡ଼ିଆ ଯବାନ ଈଶ୍ୱର ଦୋରାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଈଶ୍ୱର ଦୋରାଙ୍କ ଘର କଳାହାଣ୍ଡି କେସିଙ୍ଗା ବ୍ଲକ ବେଲଖଣ୍ଡି ଗାଁରେ। ଈଶ୍ବରଙ୍କ ମୃତ୍ୟୁ ନେଇ ତାଙ୍କ ବଡ଼ଭାଇ କୈଳାସ ଦୋରା ସୂଚନା ଦେଇଛନ୍ତି।

୨୦୦୯ ମସିହାରେ ସେ ବିଏସଏଫରେ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ। ଆଜି ସକାଳେ ତ୍ରିପୁରାର ବିଏସଏଫ କମାଣ୍ଡାଣ୍ଟ କୌଳାସଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ। ତେବେ ଈଶ୍ବରଙ୍କ ମୃତ୍ୟୁ କିଭଳି  ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଏହି ଖବର ଶୁଣିବା ପରେ ଈଶ୍ବରଙ୍କ ପରିବାର ଓ ଗାଁରେ ଶୋକର ଛାୟା ଖେଳି ଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.