Below header

ଦିଲ୍ଲୀ:କିଟ୍‌ ଦ୍ବାରା ଆୟୋଜିତ ହେଲା ହଣ୍ଡ୍ରେଡ୍‌ ଗ୍ଲୋବାଲ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସ ୨୦୨୦, ଯୋଗଦେଲେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):ଦିଲ୍ଲୀରେ ଆଜି ଆୟୋଜିତ ହେଉଛି ହଣ୍ଡ୍ରେଡ୍‌ ଗ୍ଲୋବାଲ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସ ୨୦୨୦। ବିଶ୍ୱର ଏହି ପ୍ରଥମ ଚାଇଲଡ୍‌ ପ୍ରୋଡିଜୀ ଆୱାର୍ଡସକୁ କଳିଙ୍ଗ ଇଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍‌ନୋଲୋଜି ଦ୍ୱାରା ଆୟୋଜିତ କରାଯାଉଛି। ବିଶ୍ୱର ୬୮ଟି ଦେଶର ପିଲା ଏହି ପୁରସ୍କାର ସମାରୋହରେ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଉପସ୍ଥିତ ଅଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.