ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତାଙ୍କ ତାଲିକାରେ ପୁଣି ମୋଦି, ବିଡେନ ଓ ସୁନକଙ୍କୁ ପଛରେ ପକାଇ ହେଲେ ୧ ନମ୍ବର
ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦି ପୁଣି ଥରେ ହେଲେ ନମ୍ବର ଓ୍ଵାନ୍ । ପଛରେ ପକାଇଲେ ବିଡେନ ଓ ସୁନକଙ୍କୁ । ଏହି ତାଲିକା ‘ମଣ୍ଣିଂ କନ୍ସଲଟ’ ରେ ପ୍ରକାଶ ପାଇଛି । ନିକଟରେ ଗ୍ଲୋବାଲ ଡିସିସନ ଇଣ୍ଟେଲିଜେନ୍ସ ଫାର୍ମ ଦ୍ୱାରା ଏକ ସର୍ଭେ କରାଯାଇଥିଲା । ଯେଉଁଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସବୁଠୁ ଲୋକପ୍ରିୟ ନେତା ଭାବେ ତାଲକାଭୁକ୍ତ କରାଯାଇଛି ।

ଶ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ପଛରେ ପକାଇ ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା ତାଲିକାରେ ରହିଛନ୍ତି । ଶ୍ରୀ ମୋଦୀ ରେଟିଂରେ ୭୬ % ଭୋଟ ପାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି । ତାଙ୍କ ତଳକୁ ଅଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରିଜ ମାନୁଏଲ ଲୋପେଜ ଓବ୍ରାଡର ।