Below header

ଯୁଦ୍ଧ ସପକ୍ଷରେ ପୁଟିନଙ୍କ ରାଲି, ୟୁକ୍ରେନରେ ନାଜିମାନେ କ୍ଷମତାରେ ଥିବା କହିଲେ ରୁଷ୍‌ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ): ମସ୍କୋରେ ପୁଟିନଙ୍କ ବିଶାଳ ରାଲି । ଯୁଦ୍ଧ ସପକ୍ଷରେ ପୁଟିନଙ୍କ ମସ୍କୋରେ ରାଲି । ବିଶାଳ ରାଲିକୁ ସମ୍ବୋଧନ କଲେ ପୁଟିନ । ଡୋନବାସରେ ୟୁକ୍ରେନ ଗଣହତ୍ୟା କରୁଥିବା କହିଲେ ପୁଟିନ । ୟୁକ୍ରେନରେ ନାଜିମାନେ କ୍ଷମତାରେ ଥିବା କହିଲେ ପୁଟିନ । ରୁଷିଆର ଯୁଦ୍ଧ ଠିକ ଦିଗରେ ଯାଇଥିବା କହିଲେ ପୁଟିନ । କିନ୍ତୁ ସମ୍ବୋଧନର ଲାଇଭ ଅଧାରୁ ବନ୍ଦ ହୋଇଯାଇଥିଲା ।

ଏହି ରାଲିରେ ପ୍ରାୟ ୨ ଲକ୍ଷ ଲୋକ ସାମିଲ ହୋଇଥିଲେ । ସଭାସ୍ଥଳରେ ବ୍ୟବହୃତ ଅନେକ ରୁଷୀୟ ସ୍ଲୋଗାନରେ ରୁଷ ସେନା ୟୁକ୍ରେନର ସଙ୍କେତ ‘ଜେଡ୍‌’ ମଧ୍ୟ ପ୍ରଦର୍ଶନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.