Browsing Tag

Russian President Vladimir Putin

ବିଶ୍ୱକୁ ଧମକ ଦେଲେ ପୁଟିନ ! ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କଲେ ହେବ ପରମାଣୁ ଆଟାକ୍

ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏକ ରିପୋର୍ଟ ମୁତାବକ, ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା…

ଅଫିସ୍‌ରେ ବ୍ରେକ୍‌ ସମୟରେ ରଖନ୍ତୁ ଶାରୀରିକ ସମ୍ପର୍କ, ରୁଷ୍‌ର ଜନସଂଖ୍ୟା ବଢ଼ାଇବା ପାଇଁ ରାଷ୍ଟ୍ରପତି ପୁଟିନଙ୍କ…

ଅଫିସ୍‌ରେ ବି ରଖନ୍ତୁ ଶାରୀରିକ ସମ୍ପର୍କ । ରୁଷ୍‌ରେ ଜନ୍ମହାର ହ୍ରାସ ଯୋଗୁ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ନିଜ ଦେଶବାସୀଙ୍କୁ ଅଫିସ୍‌ରେ ସେକ୍ସ କରିବାକୁ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ଜନସଂଖ୍ୟା ହ୍ରାସ ଏକ ଚିନ୍ତାଜନକ ବିଷୟ ହୋଇଛି । ଏଭଳି ସ୍ଥିତିରେ…

ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ପୁଟିନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଟେଲିଫୋନିକ୍‌…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି । ପୁଟିନ୍‌ ପୁଣିଥରେ ରୁଷ୍‌ର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିବାରୁ ପିଏମ୍‌ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟେଲିଫୋନିକ୍‌ ବାର୍ତ୍ତାଳାପ ବେଳେ ଉଭୟ ନେତା ଭାରତ ଏବଂ…

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହାର୍ଟଆଟାକ, ବେଡରୁମରେ ତଳେ ପଡିଥିବା ସୂଚନା

ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ହୃଦଘାତ । ନିକଟରେ ନିଜ ବେଡ଼ରୁମରେ ଥିବା ବେଳେ ସେ ହୃଦଘାତର ଶିକାର ହୋଇଥିବା ସୂଚନା ରହିଛି । ସେ ରୁମରେ ତଳି ପଡିଥିବାର ସୁରକ୍ଷା କର୍ମୀ ଦେଖିଥିଲେ । ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇ ନାହିଁ କିନ୍ତୁ ୭୧ ବର୍ଷୀୟ ରାଷ୍ଟ୍ର ନେତା…

ୱାଗନର ସେନା ମୁଖ୍ୟ ପ୍ରିଗୋଝିନଙ୍କୁ ହତ୍ୟା ଉଦ୍ୟମ ବିଫଳ, ୱାଗନର ସିପାହୀକୁ ଦିଆଗଲା ଫାଶୀ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଛି ୱାଗନର ସେନା । ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବାରୁ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ ଗିରଫ କରିବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏହାମଧ୍ୟରେ ୱାଗନର ସେନାର ଜଣେ ସୈନିକ ପ୍ରିଗୋଝିନଙ୍କୁ ହତ୍ୟା…

ଲଗାତାର ବିଗୁଡ଼ୁଛି ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ! ଘର ସିଡ଼ିରୁ ଖସି ଆହତ ହେଲେ ପୁଟିନ, ଅଜାଣତରେ କରିଦେଲେ ମଳତ୍ୟାଗ

ରୁଷ୍‌ ଯେବେଠାରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି, ସେବେଠାରୁ ରୁଷିଆର ସମସ୍ୟା କମିବାର ନାଁ ଧରୁନାହିଁ। ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିବନ୍ଧକ, ବଡ଼ ବଡ଼ କମ୍ପାନୀର କାମ ବନ୍ଦ ହେବା ଏବଂ ଆଶାଠାରୁ ଅଧିକ ଦିନ ଯାଏ ଯୁଦ୍ଧ ଚାଲିବା, ଏ ସବୁ କିଛି ରୁଷ୍‌କୁ ବହୁତ କ୍ଷତି…

ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିବା ପରେ ଏବେ ଭାରତବାସୀଙ୍କୁ ତାରିଫ୍‌ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ପୁଟିନ୍‌ କହିଛନ୍ତି, ଭାରତୀୟଙ୍କ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ଆଗାମୀ ଦିନରେ ବହୁତ ସଫଳତା ଓ ଅଗ୍ରଗତି ହାସଲ କରିବ। ପୁଟିନ୍‌…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଆଲିନାଙ୍କୁ ବ୍ୟାନ୍‌ କଲା ଆମେରିକା, ପାସ୍‌ଫୋର୍ଟ ରଦ୍ଦ

ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଉପରେ ଆମେରିକାର କଟକଣା। ରୁଷ ରାଷ୍ଟ୍ରପତିଙ୍କ ଉପରେ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଆଲିନା ମାରତୋଭନାଙ୍କ ଉପରେ କଟକଣା ଲଗାଇଛି ଆମେରିକା। ତାଙ୍କ ପାର୍ସପୋଟକୁ ରଦ୍ଦ କରାଯାଇଛି। ୩୯ ବର୍ଷୀୟା ଆଲିନାଙ୍କ ପୁଟିନଙ୍କ ସହ ଘନିଷ୍ଠ ସମ୍ପର୍କ…

ପୁଟିନଙ୍କ ଭିଡିଓକୁ ନେଇ ଚର୍ଚ୍ଚା, ଛିଡା ହେବା ବେଳେ ଥରି ଯାଉଛି ରୁଷ୍ ରାଷ୍ଟ୍ରପତିଙ୍କ ଗୋଡ

ନୂଆଦିଲ୍ଲୀ : ଭଲ ନାହିଁ ପୁଟିନଙ୍କ ସ୍ୱାସ୍ଥ୍ୟ । ଛିଡା ହେବା ବେଳେ ଥରି ଯାଉଛି ରୁଷ୍ ରାଷ୍ଟ୍ରପତିଙ୍କ ଗୋଡ । ଠିକ୍‌ ଭାବେ ଠିଆ ହୋଇ ପାରୁ ନାହାଁନ୍ତି । ପୁଟିନଙ୍କ ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ପୋଷ୍ଟ କରିଛି ନ୍ୟୁୟର୍କ ପୋଷ୍ଟ । କ୍ରେମଲିନ୍ର ଏକ ପୁରସ୍କାର ପ୍ରଦାନ…

୭୦ ବର୍ଷ ବୟସରେ ବାପା ହେବେ ରୁଷ୍‌ ରାଷ୍ଟ୍ରପତି! ଗାର୍ଲଫ୍ରେଣ୍ଡ ଏଲିନା ଦ୍ୱିତୀୟ ଥର ଗର୍ଭବତୀ…ଚିନ୍ତାରେ ପୁଟିନ

ଗତ ୭୫ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ ମସ୍କୋରେ ଆଜି ବିଜୟ ଦିବସ ପରେଡ୍‌ ଆୟୋଜିତ ହେଉଥିବା ବେଳେ ସେପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ ଜଲ୍‌ଦି ବାପା ହେବାକୁ ଯାଉଥିବା ନେଇ ଗୁଜବ ଉଠିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା…

ଆଜି ରୁଷ୍‌ର ‘ବିଜୟ ଦିବସ’: ପୁଟିନଙ୍କ ନିଷ୍ପତ୍ତି ଉପରେ ବିଶ୍ୱର ନଜର

ନୂଆଦିଲ୍ଲୀ : ଆଜି ରୁଷ ପାଳିବ ଭିକ୍ଟ୍ରି ଡେ । ନାଜି ଜର୍ମାନୀ ଉପରେ ବିଜୟକୁ ନେଇ ପ୍ରତିବର୍ଷ ମେ ୯ରେ ଭିକ୍ଟ୍ରି ଡେ ପାଳନ କରୁଛି ରୁଷ। ଚଳିତ ବର୍ଷ ଏହାର ଗୁରୁତ୍ୱ ବଢିଛି। କାରଣ ରୁଷ ସେନା ଦୁଇ ମାସ ହେବ ୟୁକ୍ରେନରେ ଲଢୁଛନ୍ତି। ବେଶ କିଛି ଦିନ ହେଲେ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚାଲିଛି।…

ମୃତ୍ୟୁର ଇଲାକା ପାଲଟିଛି ମାରିୟୁପୁଲ; କେମିକାଲ ଆଟାକ୍ ସହିତ ଶବ ଗାଏବ କରୁଛି ପୁଟିନ୍ ସେନା

ନୂଆଦିଲ୍ଲୀ: ଲମ୍ବୁଛି ରୁଷ-ୟୁକ୍ରେନ ଲଢେଇ । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ବିଶ୍ୱକୁ ସ୍ତବ୍ଧ କରୁଛି ୟୁକ୍ରେନ୍‌ରେ ନରସଂହାର। ଗଣହତ୍ୟା ଓ ଗଣକବରର ନୂଆ ନୂଆ ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସୁଛି । ଏବେ ମୃତ୍ୟୁର ଉପତ୍ୟାକା ପାଲଟିଛି ମାରିୟୁପୁଲ । ରୁଷ ସେନାର ଆକ୍ରମଣରେ ୧୦ ହଜାରରୁ…