Below header
Browsing Tag

Russian President Vladimir Putin

ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଲଗା ହୋଇଗଲେ ପୁଟିନ୍‌ଙ୍କ ଝିଅ ଜ୍ୱାଇଁ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧର ପ୍ରଭାବ ଏବେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍‌ଙ୍କ ପରିବାର ଉପରେ ପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ମଧ୍ୟ ପ୍ରଭାବିତ କରିଛି। ୟୁକ୍ରେନ ଯୁଦ୍ଧ ପୁଟିନଙ୍କ ଝିଅ ମାରିଆ…

ପ୍ରାୟ ୧ ହଜାର ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳାଇଲେ ପୁଟିନ, ଏହା ପଛରେ ଭୟ ନା ଆଉ କିଛି !

ପୁଟିନଙ୍କୁ ଧୀରେ ଧୀରେ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ହେଲେଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ହୋଇପଡିଛନ୍ତି ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି…

ଟାର୍ଗେଟରେ ରୁଷ ରାଷ୍ଟ୍ରପତିଙ୍କ ‘ଗୁପ୍ତ ପ୍ରେମିକା’! ସ୍ୱିଜରଲ୍ୟାଣ୍ଡରୁ ତଡ଼ିବାକୁ ହେଉଛି ଦାବି

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ବିଶ୍ୱର ଅନେକ ଦେଶ ଏବଂ ସଙ୍ଗଠନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଆଲୋଚନା କରୁଛନ୍ତି। ସେପଟେ ଏବେ ଲୋକଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି ପୁଟିନଙ୍କ ତଥାକଥିତ ପ୍ରେମିକା ଏଲିନା କବାଇଭା। କୁହାଯାଉଛି ଯେ ଏଲିନା ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡରେ…

ଯୁଦ୍ଧ ସପକ୍ଷରେ ପୁଟିନଙ୍କ ରାଲି, ୟୁକ୍ରେନରେ ନାଜିମାନେ କ୍ଷମତାରେ ଥିବା କହିଲେ ରୁଷ୍‌ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ): ମସ୍କୋରେ ପୁଟିନଙ୍କ ବିଶାଳ ରାଲି । ଯୁଦ୍ଧ ସପକ୍ଷରେ ପୁଟିନଙ୍କ ମସ୍କୋରେ ରାଲି । ବିଶାଳ ରାଲିକୁ ସମ୍ବୋଧନ କଲେ ପୁଟିନ । ଡୋନବାସରେ ୟୁକ୍ରେନ ଗଣହତ୍ୟା କରୁଥିବା କହିଲେ ପୁଟିନ । ୟୁକ୍ରେନରେ ନାଜିମାନେ କ୍ଷମତାରେ ଥିବା କହିଲେ ପୁଟିନ । ରୁଷିଆର ଯୁଦ୍ଧ ଠିକ ଦିଗରେ…

ଏଲନ ମସ୍କ ରୁଷ ରାଷ୍ଟ୍ରପତିଙ୍କୁ ଦେଲେ ଖୋଲା ଚ୍ୟାଲେଞ୍ଜ! କହିଲେ, ‘ଯିଏ ଜିତିବ ତା’ର ହେବ ୟୁକ୍ରେନ’…

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ଏଲନ ମସ୍କ, ଯିଏକି ସ୍ପେସ୍‌ଏକ୍ସ ଏବଂ ଟେସ୍‌ଲାର ସିଇଓ। ଏବେ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମସ୍କ ଟ୍ଵିଟ୍‌ ଜରିଆରେ ତାଙ୍କୁ ସିଙ୍ଗଲ ଲଢ଼େଇ ପାଇଁ ଉସୁକାଇଛନ୍ତି ଏବଂ କହିଛନ୍ତି,…

ଯୁଦ୍ଧ ରୋକିବ ଭାରତ! ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେବେ ପିଏମ୍‌ ମୋଦି

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉ ନାହିଁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ବାର୍ତ୍ତା ହେବେ। ରିପୋର୍ଟ ମୁତାବକ, ପିଏମ୍‌…

ପୁଟିନଙ୍କ ନୂଆ ଯୋଜନା: ୟୁକ୍ରେନିମାନଙ୍କୁ ସର୍ବସାଧାରଣରେ ଦିଆଯିବ ଫାଶୀ

ୟୁକେନ୍ ଉପରେ ରୁଷ ଆକ୍ରମଣର ଆଜି ହେଉଛି ୧୦ମ ଦିନ । ଆଜିବି ରୁଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏପରିକି ରୁଷର ସୈନ୍ୟ ମାନେ କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି। ଏହି ସମୟ ମଧ୍ୟରେ ରୁଷର ଯୋଜନା ବିଷୟରେ ଏକ ବଡ଼ ଖୁଲାସା ସାମ୍ନାକୁ ଆସୁଛି। ୟୁକ୍ରେନରେ…

ରୁଷ-ୟୁକ୍ରେନ ଯୁଦ୍ଧ: ଏବେ ଆଉ ଅନ୍ୟ ଦେଶରେ ନିଜର ବିମାନ ଉଡ଼ାଇ ପାରିବନି ଋଷ

ନୂଆଦିଲ୍ଲୀ : ୟୁକ୍ରେନରେ ରୁଷର ଆକ୍ରମଣ ହେତୁ ଚାରିଆଡେ ବିନାଶର ଦୃଶ୍ୟ ମିଳୁଛି। ରୁଷର ସୈନ୍ୟମାନେ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରି ସାମରିକ ବେସକୁ ନଷ୍ଟ କରୁଛନ୍ତି। ଏଥିସହିତ ବଡ଼ ଵିଲଡିଂ ଏବଂ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି। ଏଭଳି ପରିସ୍ଥିତିରେ ବହୁ ସଂଖ୍ୟକ ଲୋକ…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଏଲିନା କାବଏଭା ଏବେ କେଉଁଠି, କ’ଣ କରୁଛନ୍ତି ସେ…! ସତରେ କ’ଣ ସେ ରାଷ୍ଟ୍ରପତିଙ୍କ ଯାଆଁଳା…

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏଭଳି ସ୍ଥିତିରେ ସାରା ବିଶ୍ୱରେ କେବଳ ଦୁଇ ଜଣ ବ୍ୟକ୍ତି ହିଁ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି। ସେମାନେ ହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ତେବେ ଏହି ଦୁହିଁଙ୍କ ଭିତରୁ ବର୍ତ୍ତମାନ…

ଯୁଦ୍ଧ ବିରତ ପାଇଁ ପୁଟିନ୍‌ଙ୍କୁ ଅନୁରୋଧ କଲେ ଜାତିସଂଘର ମହାସଚିବ, କହିଲେ: “ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ସବୁଠୁ…

ନୂଆଦିଲ୍ଲୀ : ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ତାଙ୍କ ସମୟର ସବୁଠୁ ଦୁଃଖଦାୟକ ମୁହୂର୍ତ୍ତ ବୋଲି କହିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ଯୁଦ୍ଧରୁ ବିରତ ରହିବାକୁ ପୁଟିନ୍‌ଙ୍କୁ ହୃଦୟରୁ ଅନୁରୋଧ କରିଛନ୍ତି । ରୁଷ ସେନାକୁ ଅଟକାଇବା ସହ ଶାନ୍ତି ପାଇଁ ସୁଯୋଗ ସୃଷ୍ଟି କରିବାକୁ…

ଡିସେମ୍ବର ୬ରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ମୋଦିଙ୍କୁ ଭେଟିବେ

ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତ ଓ ରୁଷ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ଡିସେମ୍ବର ୬ରେ ଭାରତ ଆସିବେ ପୁଟିନ୍‌। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। କରୋନା କାଳ ମଧ୍ୟରେ ନରେନ୍ଦ୍ର ମୋଦି ଓ ପୁଟିନ୍‌ଙ୍କର ଏହା ପ୍ରଥମ…

ସ୍ୱିଡେନ୍‌ ସରକାରଙ୍କୁ ପସନ୍ଦ ଆସିଲାନି ପିଲାର ନାମ, ଦମ୍ପତିଙ୍କୁ ଦେଲେ ଏପରି ଆଦେଶ; ଜାଣନ୍ତୁ ଦେଶରେ କ’ଣ ରହିଛି…

ସବୁ ପିତାମାତାଙ୍କର ଇଚ୍ଛା ଥାଏ କି, ସେମାନେ ତାଙ୍କ ସନ୍ତାନର ନାମ ଏକଦମ୍‌ ନିଆରା ରଖନ୍ତୁ। ଏଥିପାଇଁ ସେମାନେ ଅନେକ ଦିନ ଧରି ନାମ ବାଛିବାରେ ଲାଗି ପଡ଼ନ୍ତି। ଅନେକ ବାର ଏମିତି ହୋଇଥାଏ କି, ବାପାମାଆ ନିଜ ପସନ୍ଦର ବ୍ୟକ୍ତିଙ୍କ ନାମ ଅନୁସାରେ ପିଲାର ନାମ ରଖି ଦିଅନ୍ତି। କିନ୍ତୁ ସ୍ୱିଡେନର…