ସୋସିଆଲ ମିଡିଆ ଉପରେ ଲାଗିବ ଲଗାମ, ଜାନୁଆରୀ ୧୫ ସୁଦ୍ଧା ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ସୋସିଆଲ ମିଡିଆ ଉପରେ ଲଗାମ ଲଗାଇବାକୁ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ନୂଆ ନିୟମ ଆଣିବେ କେନ୍ଦ୍ର ସରକାର । ହେଟ୍ ସ୍ପିଚ୍‌, ଫେକ୍ ନ୍ୟୁଜ୍ ଓ ଅସମ୍ମାନସୂଚକ ପୋଷ୍ଟ ସହ ଦେଶ ବିରୋଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ ପାଇଁ ଏହି ନିୟମ କରାଯିବ । ଆଜି ସୁପ୍ରିମକୋର୍ଟକୁ ଅବଗତ କରାଯାଇଛନ୍ତି କେନ୍ଦ୍ର ସରକାର। ଏହାସହ ସୋସିଆଲ ମିଡିଆ ନେଇ ମାଡ୍ରାସ, ବମ୍ବେ ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ଥିବା ବିଭିନ୍ନ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେସବୁକ୍ ଓ ହ୍ଵାଟ୍‌ସ ଆପ୍ ସବୁ ମାମଲାକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.