୧୫୦ ରୁ ଅଧିକ ଟ୍ରେନ ଆଜି ରହିଛି ବନ୍ଦ, କାହିଁ ଏଥିରେ ଆପଣଙ୍କ ଟ୍ରେନ ନାହିଁ ତ !

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ୧୮ ନଭେମ୍ବରକୁ ୧୫୦ ଟି ଟ୍ରେନକୁ ବାତିଲ କରିଛି । ସେଗୁଡିକ ଆଜି ଆଉ ଟ୍ରାକରେ ଗଡ଼ିବେନି । ଏହି ଟ୍ରେନଗଡ଼ିକ ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଦେଶର ଅନ୍ୟ ରାଜ୍ୟରୁ ଯିବା ଆସିବା କରୁଥିଲା । ଏହି ଟ୍ରେନ ତାଲିକାରେ ସ୍ପେଶାଲ ଟ୍ରେନ୍‌ ବି ସାମିଲ ରହିଛି । ରେଲବାଇ ବାତିଲ ଟ୍ରେନର ତାଲିକା ଜାରି କରିଛି । ଯାତ୍ରୀମାନେ ଯାତ୍ରା କରିବା ପୂର୍ବର ଏଥିପ୍ରତି ସତର୍କ ରହିବାକୁ ରେଳବାଇ ବିଭାଗ ପକ୍ଷରୁ ଏହି ତାଲିକା ଜାରି କରାଯାଇଛି ।

ବାତିଲ ଟ୍ରେନଗୁଡ଼ିକ ହେଉଛି :

00496 JAB-PURNEA KISAN RAIL
YAMUNA BDG AGRA (JAB) – PURNIA JN (PRNA) PEXP 06:00:00 AM
01671 ANVT-SVDK SPL
ANAND VIHAR TERMINAL (ANVT) – SH MATA V DEVI KATRA (SVDK) TOD 11:00:00 PM
03037 SBG-BGP SPL
SAHIBGANJ JN (SBG) – BHAGALPUR (BGP) PSPC 08:45:00 AM
03038 BGP-SBG SPL
BHAGALPUR (BGP) – SAHIBGANJ JN (SBG) PSPC 11:40:00 AM
03058 NILE-AZ PASS SPL
NIMITITA (NILE) – AZIMGANJ JN (AZ) PSPC 06:15:00 PM
03060 NILE- KWAE PASS SPL
NIMITITA (NILE) – KATWA JN. (KWAE) PSPC 04:35:00 AM
03082 JSME RPH PGR SPL
JASIDIH JN (JSME) – RAMPUR HAT (RPH) PSPC 04:30:00 PM
03092 SBG-AZ SPL
SAHIBGANJ JN (SBG) – AZIMGANJ JN (AZ) PSPC 02:25:00 PM
03111 SDAH RPH MEMU PGR SPL
SEALDAH (SDAH) – RAMPUR HAT (RPH) PSPC 12:05:00 PM
03171 SDAH-LGL PASS SPL
SEALDAH (SDAH) – LALGOLA (LGL) PSPC 03:45:00 AM
03192 LGL-SDAH PASS SPL
LALGOLA (LGL) – SEALDAH (SDAH) PSPC 02:30:00 PM
03193 KOAA-LGL MEMU PGR SPL
KOLKATA (KOAA) – LALGOLA (LGL) PSPC 02:10:00 PM
03194 LGL-SDAH MEMU PGR SPL
LALGOLA (LGL) – KOLKATA (KOAA) PSPC 08:30:00 AM

ରେଳବାଇ ପକ୍ଷରୁ ଜାରି ତାଲିକା ଦେଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.