ଦୁଇଟି ଡୋଜ ଟିକା ନେବାର ସାର୍ଟିଫିକେଟ ଦେଖାଇଲେ ମିଳିବ ମଦ, ସରକାର କଲେ ଏମିତି ନିୟମ

ନୂଆଦିଲ୍ଲୀ : ଜିଲ୍ଲାର ପ୍ରଶାସନିକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି । ଟିକା ବଦଳରେ ମଦ ଦେବା ନିୟମ ପ୍ରଥମ ଥର ପାଇଁ କରାଯାଇନି । ଏଥି ପୂର୍ବରୁ ଉତ୍ତର ପ୍ରଦେଶର ଇଟଓ୍ଵା ଜିଲ୍ଲାରେ ମଦ ବିକ୍ରି ନେଇ ଏପରି ନିର୍ଦ୍ଦେଶନାମା କରାଯାଇଥିଲା । ଲୋକମାନଙ୍କୁ ଏଠାରେ କୋଭିଡ ସାର୍ଟିଫିକେଟ ଦେଖାଇବା ପରେ ମଦ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏଥିପୂର୍ବରୁ ତାମିଲନାଡୁ ସରକାର ମଧ୍ୟ ଟିକାକୁ ପ୍ରୋତ୍ସାହନ ଦେବାକୁ ସମାନ ପଦକ୍ଷେପ ନେଇଥିଲେ । ବହୁତ ଲୋକ ଟିକା ନନେଇ ମଧ୍ୟ ମଦ ନେବାକୁ ଆସୁଛନ୍ତି । ସମସ୍ତଙ୍କୁ ଟିକା ଦେବା ପାଇଁ ଏପରି ନିୟମ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.