Below header

ଗାଁରେ ଦେଖା ଦେଲା ଦୁଇ ମୁଣ୍ଡିଆ ସାପ, ଦେଖିବାକୁ ଭିଡ ଲଗାଇଲେ ଲୋକେ

ସାଧାରଣତଃ ଆପଣ ସାପର ଗୋଟେ ମୁହାଁ ଥିବା ସାପ ଦେଖିଥିବେ କିନ୍ତୁ କଣ ଆପଣ କେବେ ଦୁଇ ମୁହାଁ ଥିବା ସାପ ଦେଖିଛନ୍ତି। ଏହା ଶୁଣି ଆପଣ ଆଶ୍ଚଯ୍ୟର୍ ହୋଇଯାଇଥିବେ ନିଶ୍ଚୟ। ଆପଣ ସାପର ଦୁଇ, ପାଞ୍ଚ ମୁହଁ ଥିବା ଶୁଣିଛନ୍ତି କିନ୍ତୁ ସତରେ କଣ ଏହାକୁ କେବେ ଦେଖିଛନ୍ତି ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପଶ୍ଚିମବଙ୍ଗର ଏକ ଗ୍ରାମରେ ଦୁଇ ମୁହାଁ ସାପ ଦେଖାଯାଇଥିଲା, ଯାହାକୁ ଦେଖିବା ପାଇଁ ଲୋକମାନେ ଭିଡ ଜମାଇଥିଲେ। ଏହି ସାପର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏବେ ଏହି ସାପକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

snackବେଲଦା ଜଙ୍ଗଲ ରେଞ୍ଜର ଇକୁରଖୀ ଗାଁରେ ଦୁଇ ମୁହାଁ ବିଶିଷ୍ଟ ହି ସାପକୁ ଦେଖିବାକୁ ମିଳିଛି। ଗ୍ରାମବାସୀ ଏହି ସାପକୁ ଦେଖି ତାକୁ କ୍ଷୀର ପିଇବାକୁ ଦେଲେ। ଏଏନଆଇ ଏହି ଫଟୋକୁ ସେୟାର କରିଛି। ଏବେ ପଯ୍ୟର୍ନ୍ତ ଏହି ଫଟୋକୁ ୭୦୦ ରୁ ଅଧିକ ଲାଇକ ଏବଂ ୧୮୮ ରୁ ଅଧିକ ରି-ଟ୍ଵିଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.