Below header
Browsing Tag

two headed snake

ଦୁଇ ମୁଣ୍ଡିଆ ସାପକୁ ଘରକୁ ଟାଣି ଟାଣି ନେଇ ଆସିଲା ବିଲେଇ, ଦୃଶ୍ୟ ଦେଖି ମହିଳାଙ୍କର ହାଲ ହେଲା ବେହାଲ

ଫ୍ଲୋରିଡରେ ଜଣେ ମହିଳାଙ୍କ ଘରେ ଏକ ଅଦ୍ଭୁତ ଘଟଣା ଘଟିଛି ଯାହାକୁ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ରହିଗଲେ।ତାଙ୍କ ପୋଷା ବିଲେଇ ଗୋଟିଏ ଦୁଇ ମୁଣ୍ଡ ସାପକୁ ବାହାରୁ ଘୋଷାଡି ଆଣି ଘର ଭିତରେ ରଖିଥିଲା।ତେବେ ନିଜ ଘର ଭିତରେ ଏଭଳି ଏକ ଭୟଙ୍କର ସାପକୁ ଚାଲୁ ଥିବାର ଦେଖି ମହିଳା ଜଣଙ୍କ ଖୁବ…

ଘଟଗାଁ: ଘର ଭିତରୁ ଉଦ୍ଧାର ହେଲା ବିରଳ ଦୁଇ ମୁଣ୍ଡିଆ ସାପ

ଘଟଗାଁ (କେନ୍ୟୁଜ) : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଗ୍ରାମରେ ଏକ ଦୁଇ ମୁଣ୍ଡିଆ ସାପ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଢେଙ୍କିକୋଟର ଅଜିତ ରାଉଳଙ୍କ ଘରେ ଏକ ଛୋଟ ଚିତି ସାପ ପଶିଯାଇଥିବା ଘର ଲୋକେ ଜାଣିବାପରେ ଏହି ସାପଟିକୁ କୌଶଳ କ୍ରମେ ଧରିଥିଲେ । ସାପଟିର ଦୁଇଟି…

ଗାଁରେ ଦେଖା ଦେଲା ଦୁଇ ମୁଣ୍ଡିଆ ସାପ, ଦେଖିବାକୁ ଭିଡ ଲଗାଇଲେ ଲୋକେ

ସାଧାରଣତଃ ଆପଣ ସାପର ଗୋଟେ ମୁହାଁ ଥିବା ସାପ ଦେଖିଥିବେ କିନ୍ତୁ କଣ ଆପଣ କେବେ ଦୁଇ ମୁହାଁ ଥିବା ସାପ ଦେଖିଛନ୍ତି। ଏହା ଶୁଣି ଆପଣ ଆଶ୍ଚଯ୍ୟର୍ ହୋଇଯାଇଥିବେ ନିଶ୍ଚୟ। ଆପଣ ସାପର ଦୁଇ, ପାଞ୍ଚ ମୁହଁ ଥିବା ଶୁଣିଛନ୍ତି କିନ୍ତୁ ସତରେ କଣ ଏହାକୁ କେବେ ଦେଖିଛନ୍ତି ତେବେ ଆପଣଙ୍କୁ ଜଣାଇବାକୁ…