ସ୍ଥଗିତ ହେଲା UGC-NET ପରୀକ୍ଷା, ୨୪ ସେପ୍ଟେମ୍ବରରୁ ହେବ ଆୟୋଜିତ

ଶିକ୍ଷା ମନ୍ତ୍ରାଳୟ ପରୀକ୍ଷା ଏଜେନ୍ସି ଗତକାଲି ରାଷ୍ଟ୍ରୀୟ ପାତ୍ରତା ପରୀକ୍ଷା(NET) କୁ ସ୍ଥଗିତ କରାଯାଇଛି। ସୂଚନା ମୁତାବକ ଏହି ତାରିଖରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ICMR) ର ପରୀକ୍ଷା ଥିବାରୁ NET ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ ୧୬ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ମଧ୍ୟରେ NET ପରୀକ୍ଷାର ଆୟୋଜନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ପରୀକ୍ଷା ଆସନ୍ତା ୨୪ ସେପ୍ଟେମ୍ବରରେ ଆୟୋଜିତ କରାଯିବ।

net examଏନେଇ ଏନଟିଏର ବରିଷ୍ଠ ନିର୍ଦେଶକ ସାଧନା ପାରାଶର କହିଛନ୍ତି, ‘‘ରାଷ୍ଟ୍ରୀୟ ପରିକ୍ଷଣ ଏଜେନ୍ସି ୧୬,୧୭,୨୨ ଏବଂ ୨୩ ସେପ୍ଟେମ୍ବରରେ ଆଇସିଏମଆର୍‌ ପରୀକ୍ଷା ଆୟୋଜିତ ହେବ। ଏହାପରେ ୟୁଜିସି-ନେଟ୍‌ ୨୦୨୦ ପରୀକ୍ଷା ଆସନ୍ତା ୨୪ ସେପ୍ଟେମ୍ବର ଠାରୁ ଆୟୋଜିତ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.