Below header

ଡିସେମ୍ବର ୩୧ରେ CBSE ପରୀକ୍ଷାର ତାରିଖ ଘୋଷଣା ହେବ, ଶିକ୍ଷା ମନ୍ତ୍ରାଳୟ ଟ୍ବିଟ କରି ଦେଲା ସୂଚନା

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୩୧ରେ ସିବିଏସଇ ୧୦ମ ଓ ଦ୍ବାଦଶ ପରୀକ୍ଷାର ତାରିଖ ଘୋଷଣା  କରାଯିବ। ସଂଧ୍ୟା ୬ଟା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ଘୋଷଣା  କରିବେ ବୋଲି  ଶିକ୍ଷା ମନ୍ତ୍ରାଳୟ ଟ୍ବିଟ କରି ଜଣାଇଛି ।

ବୋର୍ଡ ପରୀକ୍ଷା ଘୁଞ୍ଚାଇବାପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ତରଫରୁ କେନ୍ଦ୍ରସରକାରଙ୍କ ଅନୁରୋଧ  କରଯାଇଥିଲା।  ତେଣୁ ଅଭିଭାବକଙ୍କ ଅନୁରୋଧ  ଓ କରୋନା ସ୍ଥିତିକୁ   ଦୃଷ୍ଟିରେ ରଖି ଆସନ୍ତା ଫେବ୍ରୁଆରିରେ ପରୀକ୍ଷା କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.