ୟୁଏନ୍‌ଏସସିରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା , ଉଠିଲା ଜୈଶ-ଏ-ମହମ୍ମଦ ପ୍ରସଙ୍ଗ

କେନ୍ୟୁଜ୍ :ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବା ୟୁଏନ୍‌ଏସସିରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା । ୟୁଏନ୍‌ଏସିସି ଏହି ଘଟଣାକୁ ଜଘନ୍ୟ ବୋଲି କହିଛି । ଭାରତର ପ୍ରସ୍ତାବ ଉପରେ ୟୁଏନ୍‌ଏସ୍‌ସିର ୫ ଦେଶ ଓ ୧୦ ଅସ୍ଥାୟୀ ସଦସ୍ୟ ଏହାକୁ ନିନ୍ଦା କରିଛନ୍ତି । ଯବାନଙ୍କ ପରିବାର, ଆହତ ଓ ଭାରତ ସରକାରଙ୍କ ପ୍ରତି ଗଭୀର ସହାନୂଭୁତି ଓ ସାନ୍ତ୍ୱନା ଜଣାଇଛି ୟୁଏନ୍‌ଏସ୍‌ସି । ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି କୁହାଯାଇଛି । ଏହା ସହ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦ ପ୍ରସଙ୍ଗ ମଧ୍ୟ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.