Below header

ଧଳା ବାଘୁଣୀ ରକ୍ଷା ଜନ୍ମ ଦେଲା ୩ ବାଘ ଛୁଆ

ଛତିଶଗଡର ମୈତ୍ରୀ ବାଗ ଚିଡିଆଖାନାରେ ୩ ବାଘ ଛଆକୁ ଜନ୍ମ ଦେଲା ରକ୍ଷା । ବାଘ ଛୁଆଙ୍କୁ ଏବେ ଦେଢ ମାସ ହେଲାଣି । ୩ ବାଘ ଛୁଆ ଖେଳୁଥିବାର ଭ୍ୟୁଜଆଲ ସେୟାର କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ ।

ଛତିଶଗଡ: ଧଳା ବାଘୁଣୀ ରକ୍ଷା ଜନ୍ମ ଦେଲା ୩ ବାଘ ଛୁଆ । ଛତିଶଗଡର ମୈତ୍ରୀ ବାଗ ଚିଡିଆଖାନାରେ ୩ ବାଘ ଛଆକୁ ଜନ୍ମ ଦେଲା ରକ୍ଷା । ବାଘ ଛୁଆଙ୍କୁ ଏବେ ଦେଢ ମାସ ହେଲାଣି । ୩ ବାଘ ଛୁଆ ଖେଳୁଥିବାର ଭ୍ୟୁଜଆଲ ସେୟାର କରିଛନ୍ତି ଚିଡିଆଖାନା କର୍ତ୍ତୃପକ୍ଷ ।

୧୯୯୭ ମସିହାରେ ଭୁବନେଶ୍ୱର ନନ୍ଦନକାନନରୁ ଆସିଥିଲେ ବାଘୁଣୀ ରକ୍ଷା ଓ ବାଘ ସୁଲତାନ । ମୈତ୍ରୀ ବାଗ ଚିଡିଆଖାନାରେ ଉଭୟଙ୍କ ଅନେକ ଛୁଆ ହେଲାଣି । ସେମାନଙ୍କ ୧୨ ଛୁଆକୁ ଅନ୍ୟ ଚିଡିଆଖାନାକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.