ଧୋକାର ମିଳିଲା ଦଣ୍ଡ : ନୁଡୁଲ୍ସ ସହ ସ୍ବାମୀଙ୍କ ଗୁପ୍ତାଙ୍ଗ ମିଶାଇ ସ୍ତ୍ରୀ କଲେ ରୋଷେଇ

ଲସଏଞ୍ଜଲର୍ସ : ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିଶ୍ବାସଘାତକତାର ଏପରି ଦଣ୍ଡ ଦେଇଛନ୍ତି ଯାହା ଶୁଣି ଆଶ୍ଚର‌୍ୟ୍ୟ ହେବେ ଲୋକ। ଆଜ୍ଞା ହଁ, ସ୍ବାମୀଙ୍କ ବିଶ୍ବାସଘାତକତା ସହି ନପାରି କ୍ରେଧିତ ମହିଳା ତାଙ୍କ ଗୁପ୍ତାଙ୍ଗ କାଟିବା ସହ ତାହାକୁ ନୁଡୁଲ୍ସ ସହ ମିଶାଇ ରୋଷେଇ କରିଦେଇଛନ୍ତି।

noodles2

ଘଟଣା ସମ୍ବନ୍ଧୀୟ କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସୂଚନା ମୁତାବକ, ବ୍ୟକ୍ତିଙ୍କର ତାଙ୍କ ଚାକରାଣୀ ସହ ଅବୈଧ ସଂପର୍କ ରହିଥିଲା। ଯାହା ବିଷୟରେ ପରେ ତାଙ୍କ ସ୍ତ୍ରୀ ଜାଣିଦେଇଥିଲେ। ଫଳରେ କ୍ରେଧିତ ହୋଇ ସେ କାଟି ଦେଇଥିଲେ ସ୍ବାମୀଙ୍କ ଗୁପ୍ତାଙ୍ଗ। ଏନେଇ କିଛି ଫଟୋ ଏକ ୱେବସାଇଟ ପୋଷ୍ଟ କରିବା ପରେ ତାହା ସୋସିଆଲ ମିଡ଼ିଆରେ ବହୁ ସଂଖ୍ୟାକ ଭାଇରାଲ ହୋଇଥିଲା। ତେବେ ଘଟଣାଟିର କେତେ ସତ୍ୟାତା ରହିଛି ସେନେଇ କୌଣସି ସବିଶେଷ ସୂଚନା ମିଳିନାହିଁ।

man

ଘଟଣାଟି ଭାଇରାଲ ହେବା ପରେ ଏନେଇ ଅନେକ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ବ୍ୟକ୍ତି ଏହାକୁ ସମର୍ଥନ କରିଥିବା ବେଳେ କିଛି ଏହାକୁ ନିନ୍ଦନିୟ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.