Below header

ଟୁଙ୍ଗୁରୁ ଭୋଳ ପରେ ଶଙ୍କର କହଁର, ପ୍ରେମ ବ୍ୟାପାରକୁ ନେଇ ପୁଣି ରାଜଧାନୀରୁ ଆସିଛି ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍):  ଟୁଙ୍ଗୁରୁ ଭୋଳ ପରେ ଏବେ ଶଙ୍କର କହଁରକୁ ନେଇ ଚର୍ଚ୍ଚା । ପ୍ରେମ ବ୍ୟାପାରକୁ ନେଇ ରାଜଧାନୀରୁ ପୁଣି ଆସିଛି ଅଭିଯୋଗ । ‘ମୋର ଶଙ୍କର ଦରକାର’ । ‘ସିଏ ବାହା ହେଲେ ବି ମୁଁ ତାଙ୍କ ସହ ରହିବି’ । ଏଭଳି ଜିଦ୍‌ କରି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ଜଣେ ମହିଳା । ମହିଳାଙ୍କ ସହ ଶଙ୍କରଙ୍କ ଶାରୀରିକ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।

ଶଙ୍କର ପୂର୍ବରୁ ବିବାହିତ । ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୋଲିସ୍‌ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି । ଏନେଇ ଅଭିଯୋଗ କରିଥିବା ମହିଳାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ରିପୋର୍ଟର ସ୍ନିଗ୍ଧ ଚନ୍ଦନ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.