Below header

ବରଗଡ଼ : ୧୨ଘଣ୍ଟିଆ ବରପାଲି ବନ୍ଦ

ବରଗଡ଼ (କେନ୍ୟୁଜ୍) : ୧୨ଘଣ୍ଟିଆ ବରପାଲି ବନ୍ଦ। ବରଗଡ଼ ଜିଲ୍ଲାରେ କ୍ୟାନସର ହସ୍ପିଟାଲ ସ୍ଥାପନ , ବରପାଲିକୁ ସବ୍ଡିଭିଜନ ମାନ୍ୟତା ଆଦି ଦାବିରେ ଏହି ବନ୍ଦ ଡକାର ଦିଆଯାଇଛି। ବରପାଲି ବଣିକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। ସ୍କୁଲ, କଲେଜ ଓ ସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.