Below header

ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା:ଓଟିଭ ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ମହିଳା କମିଶନଙ୍କ ନୋଟିସ

କେନ୍ୟୁଜ୍(ବ୍ୟୁରୋ):  ଓଟିଭ ଏମଡି ଜଗି ମଙ୍ଗତ ପଣ୍ଡାଙ୍କୁ ମହିଳା କମିଶନଙ୍କ ନୋଟିସ। ବ୍ୟକ୍ତିଗତ ଭାବେ ସେପ୍ଟେମ୍ବର ୨୧ରେ ହାଜିର ହେବାକୁ  ନୋଟିସରେ ଜଣାଇଲେ କମିଶନ। ପୀଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ ହୋଇଛି। ସେପଟେ ଏହି ଘଟଣାରେ  କାର୍ଯ୍ୟାନୁଷ୍ଠାନ ପାଇଁ ଶିଶୁ ସୁରକ୍ଷା ଅଧିକାର ଆୟୋଗକୁ ଅଧିକ ୩ ସପ୍ତାହ ସମୟ ମାଗିଛି କମିଶନରେଟ ପୋଲିସ। ପୁର୍ବରୁ ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.