DRDO ରେ ଅଫିସର ପଦବୀ ଖାଲି, ୫୬ ବର୍ଷ ବୟସ ବ୍ୟକ୍ତି କରିପାରିବେ ଆବେଦନ

ଡିଆରଡିଓରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆବେଦନ କେବଳ ଅଫଲାଇନ ହେବ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୨ ଜାନୁଆରୀ ୨୦୨୪ ରହିଛି ।

ଡିଆରଡିଓରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ଅଫିସର ପଦବୀରେ ଭର୍ତ୍ତି ହେଉଛି । ଆପଣ ଇଚ୍ଛା ରଖିଥିଲେ ଫଟାଫଟ କରନ୍ତୁ ଆବେଦନ । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ ୧୨ ଜାନୁଆରୀ ୨୦୨୪ ରହିଛି । ଆବେଦନ କେବଳ ଅଫଲାଇନ ହେବ ।

ଏହି ପଦ ଡେପ୍ୟୁଟେନସ ପାଇଁ ହେବ । ଅଧିକ ଜାଣିବା ପାଇଁ ୱେବସାଇଟକୁ ଯାଇ କରିପାରିବେ ।drdo.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୧୦୨

ଷ୍ଟୋର ଅଫିସର : ୧୭
ଆଡମିନିଷ୍ଟ୍ରେଟିଭ ଅଫିସର : ୨୦
ପ୍ରାଇଭେଟ ସେକ୍ରେଟେରୀ : ୬୫

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୨ ଜାନୁଆରୀ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୫୬ ବର୍ଷ ହେବା ଜରୁରୀ ।

ଦରମା : ଆଡମିନିଷ୍ଟ୍ରେଟିଭ ଏବଂ ଷ୍ଟୋର ଅଫିସର ପଦବୀରେ ଚୟନିତ ପ୍ରାର୍ଥୀଙ୍କୁ ୩୫ ହଜାରରୁ ୧ ଲକ୍ଷ ୧୨ ହାଜର ପର୍ଯ୍ୟନ୍ତ ଦରମା ଏବଂ ସେକ୍ରେଟେରୀ ପଦବୀ ପାଇଁ ପ୍ରାର୍ଥୀଙ୍କୁ ମାସିକ ୯୩୦୦ରୁ ୩୪.୮୦୦ ଟଙ୍କା ଦରମା ମିଳିବ ।

ଆବେଦନ ପତ୍ର ପଠାଇବାର ଠିକଣା :

Room No. 266, 2nd Floor, DRDO Bhawan, New Delhi 110105.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.