IB ରେ ୬୬୦ରୁ ଅଧିକ ପଦବୀ ଖାଲି, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଆଇବି(IB) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏହି ଭର୍ତ୍ତି ଇଣ୍ଟେଲିଜେନ୍ସୀ ବ୍ୟୁରୋ, ମିନିଷ୍ଟ୍ରୀ ଅଫ ହୋମ ଆଫେୟର୍ସରେ ଭର୍ତ୍ତି ପାଇଁ ୬୬୦ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ ଆଇବିର ୱେବସାଇଟକୁ ଯାଇ ଫର୍ମ ଡାଉନଲୋଡ କରନ୍ତୁ । ବିଜ୍ଞାପନ ପ୍ରକାଶିତ ହେବାର ୬୦ ଦିନ ଭିତରେ ଆବେଦନ କରିବାକୁ ହେବ ।

କେନ୍ଦ୍ର ସରକାର ଚାକିରି କରିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆଇବି(IB) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏହି ଭର୍ତ୍ତି ଇଣ୍ଟେଲିଜେନ୍ସୀ ବ୍ୟୁରୋ, ମିନିଷ୍ଟ୍ରୀ ଅଫ ହୋମ ଆଫେୟର୍ସରେ ଭର୍ତ୍ତି ପାଇଁ ୬୬୦ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଏସିଆଇଓ, ଜେଆଇଓ, ଏସଏ ଆଦିରେ ହେବ । ଆବେଦନ କରିବା ପାଇଁ ଆଇବିର ୱେବସାଇଟକୁ ଯାଇ ଫର୍ମ ଡାଉନଲୋଡ କରନ୍ତୁ ।

ପଦବୀ ବିବରଣୀ : ୬୬୦

ଏସିଆଇଓ-୧/ଏଗଜିକ୍ୟୁଟିଭ : ୮୦
ଏସିଆଇଓ-୨/ଏଗଜିକ୍ୟୁଟିଭ: ୧୩୬
ଜିଆଇଓ-୧/ଏଗଜିକ୍ୟୁଟିଭ: ୧୨୦
ଜିଆଇଓ-୨/ଏଗଜିକ୍ୟୁଟିଭ: ୧୭୦
ଏସଏ/ଏକ୍ସଇ: ୧୦୦
ଜିଆଇଓ-୨/ଟେକ : ୮
ଏସିଆଇଓ-୨/ସିଭିଲ : ୩
ଜୈଇଓ-୧/ଏମଟି: ୨୨
ରୋଷେୟା : ୧୦
କେୟାରଟେକର : ୫
ପିଏ: ୫
ପ୍ରିଣ୍ଟିଂ ପ୍ରେସ ଅପରେଟର: ୧

ଜରୁରୀ ତାରିଖ : ବିଜ୍ଞାପନ ପ୍ରକାଶିତ ହେବାର ୬୦ ଦିନ ଭିତରେ ଆବେଦନ କରିବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା : ୧୦ମ ପ୍ରାସ୍‌ କରିଥିବା ପ୍ରାର୍ଥୀ କରିପାରିବେ ଆବେଦନ । ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିଛି । ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଚେକ୍‌ କରିପାରିବେ ।

ଆବେଦନ ପତ୍ର ପଠାଇବାର ଠିକଣା :

Joint Deputy Director/G-3, Intelligence Bureau, Ministry of Home Affairs, 35 S.P. Marg, Bapu Dham, New Delhi-110021.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.