NIT ରେ ଖାଲିପଡିଛି ପଦବୀ, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
NIT ଉତ୍ତରାଖଣ୍ଡରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nituk.ac.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ରାଷ୍ଟ୍ରୀୟ ପ୍ରଦ୍ୟୋଗିକ ସଂସ୍ଥାନ (NIT) ଉତ୍ତରାଖଣ୍ଡରେ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଛ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nituk.ac.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୩୦ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଆବେଦନ ପତ୍ରର ହାର୍ଡ କପି ଜରୁରୀ ଦସ୍ତାବିଜ/ପ୍ରମାଣପତ୍ର ୭ ନଭେମ୍ବର ୨୦୨୩ ସୁଦ୍ଧା ଏନଆଇଟି ଉତ୍ତରାଖଣ୍ଡକୁ ପଠାଇବାକୁ ହେବ ।
ପଦବୀ ବିବରଣୀ :
ଅଫିସ ଆଟେଣ୍ଡାଣ୍ଟ : ୩
ସୁପରିଟେଣ୍ଡେଣ୍ଟ : ୨
ଜୁନିଅର ଇଂଜିନିୟର (ସିଭିଲ) : ୨
ଜୁନିଅର ଇଂଜିନିୟର (ଇଲେକ୍ଟ୍ରିକାଲ) : ୧
ଟେକ୍ନିକାଲ ଆସିଷ୍ଟାଣ୍ଟ : ୨
ସୁପରିଟେଣ୍ଡଣ୍ଟ : ୧
ଷ୍ଟେନୋଗ୍ରାଫର : ୧
ଏସଏଏସ୍ ଆସିଷ୍ଟାଣ୍ଟ : ୧
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୦ ଅକ୍ଟୋବର ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ବିଷୟରେ ଗ୍ରାଜୁଏସନ କରିଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୧୮ ହଜାରରୁ ଆରମ୍ଭ କରି ୩୫ ହଜାର ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଟ୍ରେଡ ଟେଷ୍ଟ ଜରିଆରେ କରାଯିବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ www.nituk.ac.in କୁ ଯାଆନ୍ତୁ ।
ଏହାହପରେ ହୋମପେଜର ଏନଆଇଟ ଉତ୍ତରାଖଣ୍ଡ ୨୦୨୩ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହାପରେ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଡକ୍ୟୁମେଣ୍ଟ ଦେବା ପରେ ସବମିଟ୍ କରନ୍ତୁ ।
ଏହାପରେ ଆବେଦନ ଫର୍ମ ଡାଉନଲୋଡ କରିଦିଅନ୍ତୁ ।
ଆବେଦନ ଫର୍ମର ହାର୍ଡକପି ପଠାଇବାର ଠିକଣା :
Registrar, National Institute of Technology, Uttarakhand, Srinagar Campus: Srinagar (Garhwal), District-Pauri Garhwal Uttarakhand 246174