NTA ରେ ଚାକିରି ପାଇଁ କରନ୍ତୁ ଆବେଦନ, ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀରେ ବିଭିନ୍ନ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ recruitment.nta.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ରହିଛି ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ ଏନଟିଏରେ ଅନେକ ପଦବୀରେ ଭର୍ତ୍ତି ହେବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟ୍‌ recruitment.nta.nic.in କୁ ଯାଇ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ୩୧ ଅଗଷ୍ଟ ୨୦୨୩ରେ ହେବ ।

ପଦବୀ ବିବରଣୀ : ୨୮
ଡାଇରେକ୍ଟର, କୋ-ଡାଇରେକ୍ଟର, ରିସର୍ଚ୍ଚ ସାଇଣ୍ଟିଷ୍ଟ

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୨୩ ରହିଛି ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୫୬ ବର୍ଷ ହେବା ଜରୁରୀ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ recruitment.nta.nic.in କୁ ଯାଆନ୍ତୁ ।
ଏହାପରେ ହୋମ ପେଜର ଭର୍ତ୍ତି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଇମେଲ ଆଇଡି ଦେଇ ରେଜିଷ୍ଟ୍ରର କରନ୍ତୁ ଏବଂ ଲଗଇନ କରନ୍ତୁ ।
ଏହାପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ ।
ସବମିଟ୍‌ ଉପରେ କ୍ଲିକ୍‌ କରନ୍ତୁ ।
ଏହାପରେ ଫର୍ମ ଡାଉନଲୋଡ କରନ୍ତୁ ।
ଶେଷରେ ଏହାର ଏକ ପ୍ରିଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ୱେବସାଇଟ ଚେକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.