UPSC ଅଧିନରେ ୧୦୯ ମେଡିକାଲ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

UPSC ରେ ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୧୦୯ ପଦବୀ ଖାଲିପଡିଛି । ଆବେଦନ କରିବାର ତାରିଖ ୧୩ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ସମାପ୍ତ ମଇ ୨ ତାରିଖରେ ହେବ ।

UPSC ରେ ଖାଲିପଡିଛି ଅନେକ ପଦବୀ । ମେଡିକାଲ ଅଫିସର ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ୧୦୯ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ନୋଟିଫିକେସନ ଚେକ୍‌ କରି ଆବେଦନ କରିପାରିବେ ।

ପଦବୀ ବିବରଣୀ :୧୦୯

ସାଇଣ୍ଟିଷ୍ଟ-ବି: ୩
ସ୍ପେଶାଲିଷ୍ଟ ଗ୍ରେଡ ୩ ଆସିଷ୍ଟାଣ୍ଟ ପ୍ରଫେସର : ୪୨
ଇନଭେଷ୍ଟିଗେଟର ଗ୍ରେଡ ୧: ୩
ଆସିଷ୍ଟାଣ୍ଟ କେମିଷ୍ଟ : ୩
ନୌଟିକାଲ ସର୍ଭେୟର କମ୍‌ ଡେପୁଟି ଡାଇରେକ୍ଟର ଜେନେରାଲ : ୬
ଆସିଷ୍ଟାଣ୍ଟ ପ୍ରଫେସର : ୧୩
ମେଡିକାଲ ଅଫିସର : ୪୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇଥିବା ବେଳେ ସମାପ୍ତ ମଇ ୨ ତାରିଖରେ ହେବ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ଆବେଦନ ଶୁଳ୍କ ୨୫ ଟଙ୍କା ଦୋକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/PWD/ ମହିଳା ପ୍ରାର୍ଥୀ ବିନା ଶୁଳ୍କରେ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.