ଆପଣଙ୍କ ପାର୍ଟନର ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି ନା ନାହିଁ ଏହି ୫ ସଂକେତରୁ ଜାଣନ୍ତୁ 

ବହୁତ ଲୋକ ଏମିତି ଅଛନ୍ତି ଯେଉଁ ମାନଙ୍କ ମନରେ ତାଙ୍କ ସାଥୀଙ୍କୁ ନେଇ ବହୁତ ପ୍ରକାର ପ୍ରଶ୍ନ ଥାଏ। ସେମାନଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଙ୍କି ମାରୁଥାଏ ଯେ କଣ ସତରେ ତାଙ୍କ ପାର୍ଟନର ତାଙ୍କ ପାଇଁ ଲୋୟଲ ଅଛନ୍ତି ? ବେଳେବେଳେ ଏମିତି ବି ମନରେ ଭାବନା ଆସେ ଯେ ଆପଣ ଯେତେ ମାତ୍ରାରେ ତାଙ୍କୁ ଭଲ ପାଉଛନ୍ତି ସେ ଆପଣଙ୍କୁ ସେତିକି ଭଲ ପାଉନାହାନ୍ତି। ଆପଣ କାହାକୁ ଭଲ ପାଉଛନ୍ତି ନ ଖାଲି ଆକର୍ଷଣ, ଏହା ଜାଣିବା ବହୁତ ମୁସ୍କିଲ ହୋଇଥାଏ। ବେଳେବେଳେ ଆପଣ ଆପଣଙ୍କ ଭାବନାକୁ ବିଶ୍ୱାସ କରିଯାଆନ୍ତି ଆଉ ପାର୍ଟନରକୁ ସନ୍ଦେହ କରନ୍ତି। ଯାହା ପର ସମୟରେ ଅପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ଖାସ ଟିପ୍ସ ଆଣିଛୁ ଯାହା ବୋଧ ହୁଏ ଆପଣଙ୍କୁ ସାହାଯ୍ୟ କରିପାରେ। ଏହି ଟିପ୍ସ ସାହାଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ସାଥି ଆପଣଙ୍କୁ ସତରେ ଭଲ ପାଆନ୍ତି।

touch

ଫିଜିକାଲ ଟଚ

ଫିଜିକାଲ ଟଚ ମଣିଷର ବହୁତ ଗୁରୁତ୍ୱ ଭୂମିକା ଗ୍ରହଣ କରିଥାଏ। ସ୍ପର୍ଶ ପ୍ରେମର ପରିଭାଷା ଅଟେ। ଏହା ବିନା ପ୍ରେମକୁ ପରିପ୍ରକାଶ କରି ହୁଏନାହିଁ। ପ୍ରକୃତ ପ୍ରେମର ଅଭିବ୍ୟକ୍ତି ପାଇଁ ସ୍ପର୍ଶର ଅନୁଭବ ବହୁତ ଜରୁରୀ ହୋଇଥାଏ। ଫିଜିକାଲ ଟଚ କେବଳ ଶାରୀରିକ ସମ୍ବନ୍ଧ ହୋଇନଥାଏ। ଅପଣଙ୍କ ପାର୍ଟନରଙ୍କ ସ୍ପର୍ଶରୁ ଆପଣ ଜାଣିପାରିବେ ଯେ ସେ ଆପଣଙ୍କୁ ସତରେ ଭଲ ପାଉଛନ୍ତି ନା ନାହିଁ।

love 1

ଆପଣଙ୍କ ସାମ୍ନାରେ ଅସହଜ ଅନୁଭବ କରାଇବା

ଆପଣ ଯେତେବେଳେ ତାଙ୍କ ସାମ୍ନାକୁ ଆସିବେ ସେ ଯଦି କିଛି ଏଣେ ତେଣେ ଚାହିଁଥାନ୍ତି ଏବଂ ବାରମ୍ବାର ତଳକୁ ଚାହିଁ ନିଜ କେଶକୁ ସଜାଡୁଥାନ୍ତି ଜାଣିବେ ସେ ପ୍ରକୃତରେ ଆପଣଙ୍କୁ ଭଲ ପାଉଛନ୍ତି।

meet

ଦେଖା କରିବାକୁ ବାହାନା କରିବା

ଯଦି ଆପଣଙ୍କ ସାଥି ଅଧିକରୁ ଅଧିକ ଆପଣଙ୍କ ସହିତ ମିଶିବାକୁ କିମ୍ବା ଭେଟିବାକୁ କୁହନ୍ତି ତେବେ ସେ ପ୍ରକୃତରେ ଆପଣଙ୍କୁ ଭଲ ପାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.