Below header

୯ ମାସର ଗର୍ଭବତୀ, ହେଲେ ୧ କିମିକୁ ଅତିକ୍ରମ କରିନେଲେ ମାତ୍ର ୫ ମିନିଟରେ, ସମସ୍ତେ ଆଶ୍ଚର୍ଯ୍ୟ

ମାଇକେଲ ମିଲର ନାମକ ବ୍ୟକ୍ତି ୟୁଟ୍ୟୁବରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀ ମାକିନା ଦୌଡୁଛନ୍ତି। ବାସ୍ତବରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ସର୍ତ୍ତ ଲଗାଇଥିଲେ। ତାଙ୍କ ମୁତାବକ, ପ୍ରେଗନାନ୍ସିର ୯ମ ମାସରେ ତାଙ୍କ ସ୍ତ୍ରୀ ୮ ମିନିଟରେ ଏକ ମାଇଲ ଦୌଡ଼ ପୂରା କରିବେ। କିନ୍ତୁ ମାକିନା ମାତ୍ର ୫ ମିନିଟ ୨୫ ସେକେଣ୍ଡରେ ଏହି ଦୌଡ଼କୁ ପୂରା କରିଦେଇଥିଲେ।

sdf

tr

ପ୍ରଥମ କଥା ହେଲା, ବ୍ୟକ୍ତି ଜଣକ ନିଜ ସର୍ତ୍ତ ହାରିଗଲେ ଏବଂ ତାଙ୍କ ହାତରୁ ୧୦୦ ଡଲାର ଚାଲିଗଲା। ଦ୍ଵିତୀୟ କଥା ହେଲା, ସେ ଖୁସି କି ସେ ତାଙ୍କ ସ୍ତ୍ରୀଙ୍କଠାରୁ ହାରିଛନ୍ତି। କାରଣ, ଯେଉଁଭଳି ଭାବେ ମାକିନା ଦୌଡୁଥିଲେ, ତାଙ୍କୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ତେବେ ଜଣେ ୟୁଜର ଲେଖିଛନ୍ତି କି, ମହିଳା ଗର୍ଭବତୀ ନାହାନ୍ତି। ନ ହେଲେ ସେ ଏତେ ଜୋରରେ ଦୌଡ଼ି ପାରନ୍ତେ ନାହିଁ। ଆଉ ଜଣେ ଏହି ମହିଳାଙ୍କୁ ଆଇରନ ଲେଡି ବୋଲି କହିଥିଲେ।

video courtesy: youtube

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.