ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳା ଶ୍ରମିକଙ୍କ ଏହି ଫଟୋ, ଆପଣ ବି ଦେଖିଲେ ହୋଇଯିବେ ଭାବ ବିହ୍ବଳ

ଆପଣମାନେ ଜାଣିଥିବେ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ହେଉ କିମ୍ବା ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହିଭଳି ବର୍ତ୍ତମାନ ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ପ୍ରବାସୀ ଶ୍ରମିକ ଜଣକ ଏକ କୁକୁରକୁ କାନ୍ଧରେ ଉଠାଇ ଧରିଥିବାର ନଜର ଆସିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ପ୍ରବାସୀ ଶ୍ରମିକ ଜଣଙ୍କ ଦୟାଳୁତାର ଖୁବ୍ ପ୍ରଶଂସା କରିଛନ୍ତି। ଇଣ୍ଟରନେଟ୍ ରେ ଭାଇରାଲ ହେଉଥିବା ଏହି ଫଟୋ ଲୋକଙ୍କ ମନକୁ ଛୁଇଁ ପାରିଛି।

ଟ୍ବିଟର ବ୍ଯବହାରକାରୀ ଘରକୁ ଯାଉଥିବା ଶ୍ରମିକଙ୍କ ଫଟୋ ପୋଷ୍ଟ କରି ଦୁଖଃଦ ସମୟରେ ସେମାନଙ୍କ ସାହାସକୁ ଦେଖାଇଛନ୍ତି। ଏହି ଫଟୋରେ ପ୍ରବାସୀ ଶ୍ରମିକ ଜଣକ ନିଜ ମୁଣ୍ଡ ଉପରେ ଏକ ଭାରି ବ୍ଯାଗ ଲଦି ଥିବାର ନଜର ଆସିଛନ୍ତି। ସେହି ଭାରି ବ୍ଯାଗ ଉପରେ ଏକ କୁକୁର ଛୁଆ ମଧ୍ଯ ରହିଥିଲା। ମନକୁ ଛୁଇଁଲା ଭଳି ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାଦେନ ମହିଳାଙ୍କୁ ସଲାମ୍ କରିଛନ୍ତି।

Leave A Reply

Your email address will not be published.