ଜୀବଜନ୍ତୁଙ୍କୁ ନେଇ କିଛି ଆଶ୍ଚର୍ଯ୍ୟକର କଥା, ଯାହାକୁ ଆପଣ ବି ସହଜରେ କରିପାରିବେନି ବିଶ୍ୱାସ

ଦୁନିଆରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯେଉଁମାନଙ୍କୁ ଆପଣ ଦେଖିଛନ୍ତି କିମ୍ବା ଶୁଣିଛନ୍ତି। କିନ୍ତୁ ସେହି ଜୀବଜନ୍ତୁଙ୍କୁ ନେଇ ଆହୁରି ଅନେକ ତଥ୍ୟ ରହିଛି ଯାହାକୁ ବୋଧ ହୁଏ ଆପଣ ଜାଣିନଥିବେ। ତେବେ ଆଜି ଆମେ ଜୀବଜନ୍ତୁ ଏବଂ ସରୀସ୍ରୁପଙ୍କୁ ନେଇ କିଛି ଅଜଣା କଥା ଆପଣଙ୍କୁ ଜଣାଇବୁ।

-ମୂଷ ବିନା ପାଣିରେ ଓଟ ଠାରୁ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ।

-ବିଝା ଛଅ ଦିନ ପର୍ଯ୍ୟନ୍ତ ନିଶ୍ମାସ ନ ନେଇ ରହିପାରିବ।

-ନିଜ ଆଖିରେ ଛେଳି ୩୬୦ ଡିଗ୍ରୀ ଆଙ୍ଗେଲକୁ ଦେଖିପାରିବ।

-ଗାଈ ଯେତେବେଳେ ପେଟ ପଟେ ଶୋଇଥାଏ ସେତେବେଳେ ସ୍ୱପ୍ନ ଦେଖିଥାଏ।

-ଗୋଟିଏ ପ୍ରଜାପତିର ୧୨,୦୦୦ ଆଖି ରହିଥାଏ।

elephant-ଷଣ୍ଢ କୌଣସି ରଙ୍ଗକୁ ଚିହ୍ନି ପାରେ ନାହିଁ। ଖେଳ ସମୟରେ ଲାଲ ରଙ୍ଗକୁ ଦେଖି ସେ ଦୌଡି ନଥାଏ ବରଂ କପଡା ହଲାଇବା ଦେଖି ଷଣ୍ଢ ଭଢ଼କିଥାଏ।

-ବାଦୁଡିର ଗୋଡ ବହୁତ ଦୁର୍ବଳ, ସେ ନିଜ ଗୋଡରେ ଛିଡା ହୋଇପାରେନାହିଁ। ସେ କେବଳ ଗୋଡରେ ଓହଳିପାରେ।

-ହାତୀର ଲିଙ୍ଗ ୬୦ କିଲୋ ଓଚନ ପଯ୍ୟର୍ନ୍ତ ହୋଇପାରେ ଏବଂ ତାହାକୁ ପାଦ ଭଳି ମଧ୍ୟ ବ୍ୟବହାର କରିଥାଏ।

-ଭାଲୁର ୪୨ ଏବଂ ମଣିଷର ୩୨ଟି ଦାନ୍ତ ଥାଏ।

-ସମୁଦ୍ର କଙ୍କଡାର ହାର୍ଟ ତାର ମୁଣ୍ଡରେ ଥାଏ।

Animal-ଘୁଷୁରୀର ବେକ ଉପର ଆଡକୁ ଯାଇପାରେ ନାହିଁ ଏଥିପାଇଁ ସେ ଆକାଶକୁ ଦେଖିପାରେନାହିଁ।

-ମୂଷା ଏବଂ ଘୋଡା ଅନ୍ୟ ଜୀବଙ୍କ ଭଳି ବାନ୍ତି କରିନଥାନ୍ତି।

-କୁମ୍ଭୀର ଜୀଭକୁ ହଲାଇପାରେ ନାହିଁ ଏବଂ ପାଟିରୁ ବାହାରକୁ ବାହାର କରିପାରେ ନାହିଁ କେବଳ ଖାଦ୍ୟ ଚୋବାଇବା ପାଇଁ ବ୍ୟବହାର କରିଥାଏ।

-ଡଲଫିନ ଶୋଇବା ସମୟରେ ବି ନିଜ ଆଖିକୁ ଖୋଲା ରଖିଥାଏ।

Animal-ଅସରପାର ମୁଣ୍ଡ କାଟିଦେଲେ ବି ସେ ସପ୍ତାହ ପର୍ଯ୍ୟନ୍ତ ଜୀବିତ ରହିଥାଏ ଏବଂ ଖାଦ୍ୟ ନ ଖାଇବା ଦ୍ୱାରା ଭୋକରେ ମରିଯାଏ।

-ପୁରୁଷ ଘୋଡାଙ୍କର ୪୦ ଏବଂ ମହିଳା ଘୋଡାଙ୍କର ୩୬ ଦାନ୍ତ ଥାଏ।

-ପ୍ରଜାପତି କୌଣସି ବି ଜିନିଷର ସ୍ୱାଦ ନିଜ ପାଦରୁ ଜାଣିଥାଏ।

-ଜିରାଫର ଜିଭ ୨୧ ଇଞ୍ଚ ପର୍ଯ୍ୟନ୍ତ ଲମ୍ବା ରହିଥାଏ, ସେ ତାର ଜିଭରେ ନିଜ କାନକୁ ମଧ୍ୟ ସଫା କରିପାରେ।

-ବିଛା ଉପରେ ମଦ ଢ଼ାଳିଲେ ସେ ପାଗଳ ହୋଇଯାଇଥାଏ ଏବଂ ନିଜକୁ କାମୁଡିଥାଏ।

-ଝିଟିପିଟିର ହାର୍ଟ ୧ ମିନିଟରେ ଏକ ହଜାର ଥର ହୃଦସ୍ପନ୍ଦନ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.