ନବରାତ୍ରୀରେ ଖୋଲିପାରେ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ମା’ ଦୁର୍ଗା କରିବେ ଟଙ୍କାର ବର୍ଷା

ହିନ୍ଦୁ ଧର୍ମରେ ନାବରାତ୍ରୀର ବିଶେଷ ମହତ୍ୱ ରହିଥାଏ | ଏହି ୯ ଦିନରେ ମା’ ଦୁର୍ଗାଙ୍କ ୯ ସ୍ୱରୂପ ର ପୂଜା କରାଯାଇଥାଏ | ମାନ୍ୟତା ରହିଛି ଏହି ଦିନ ମା ପୃଥିବୀ ପୃଷ୍ଟକୁ ଆସି ଭକ୍ତଙ୍କ ଉପରେ କୃପା କରିଥାନ୍ତି | ଚଳିତ ବର୍ଷ ଚୈତ୍ର ନବରାତ୍ରୀ 2 ଅପ୍ରିଲରୁ ଆରମ୍ଭ ହେବାକୁ ଯାଉଛି | ଏହି ଦିନ 2 ଗ୍ରହ ରାଶି ପରିବର୍ତନ କରିବାକୁ ଯାଉଛନ୍ତି | ଏହି ନବରାତ୍ରୀରେ ଗ୍ରହ ସ୍ଥିତି ବହୁତ ଭଲ ରହୁଥିବାରୁ କିଛି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି |

ନବରାତ୍ରୀ ରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବରଷିବ ମା’ଙ୍କ କୃପା :

ମେଷ : ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରୀ ବହୁତ ଶୁଭ ହେବ | ମେଷ ରାଶିଙ୍କ ଉପରେ ମା’ ଙ୍କ ବିଶେଷ କୃପା ରହିଛି | ଏମାନଙ୍କର ସବୁ କାର୍ଯ୍ୟରେ ସଫଳତା ମିଳିବ | କ୍ୟାରିଅର ଚମକିବ, ପଦୋନ୍ନତି ହେବ ଓ ନୂଆ ଚାକିରି ମିଳିବା ସମ୍ଭାବନା ରହିଛି | ଏହି ସମୟରେ ଯାତ୍ରା ଲାଭଦାୟୀ ହେବ |

ବୃଷ : ଏହି ରାଶିର ଲୋକଙ୍କ ପାଇଁ ସବୁ କାର୍ଯ୍ୟରେ ସଫଳତା ମିଳିବ | ଭାଗ୍ୟ ପୁରା ସାଥ ଦେବ | ଧନ ଲାଭର ସମ୍ଭାବନା ରହିଛି | ଆର୍ଥିକ ସ୍ଥିତିରେ ସୁଧାର ଆସିବ | ଚାକିରିରେ ବଡ ଦାଇତ୍ୱ ମିଳିବ |

କର୍କଟ ଓ ସିଂହ : ଏହି ରାଶିର ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ | କ୍ୟାରିଅର ଚମକିବ, ପଦୋନ୍ନତି ହେବ | ଏହି ସମୟରେ ଯାତ୍ରା ଲାଭଦାୟୀ ହେବ | ଭାଗ୍ୟ ପୁରା ସାଥ ଦେବ |

କନ୍ୟା ଓ ତୁଳା : ଏହି ରାଶିର ଲୋକଙ୍କ ପାଇଁ ନବରାତ୍ରୀ ବହୁତ ଶୁଭ ହେବ | ଏହି ରାଶିଙ୍କ ଉପରେ ମା’ ଙ୍କ ବିଶେଷ କୃପା ରହିଛି | ଧନ ଲାଭର ସମ୍ଭାବନା ରହିଛି | ଆର୍ଥିକ ସ୍ଥିତିରେ ସୁଧାର ଆସିବ | ଚାକିରିରେ ବଡ ଦାଇତ୍ୱ ମିଳିବ | ନୂଆ ଚାକିରି ମିଳିବା ସମ୍ଭାବନା ରହିଛି | ଏହି ସମୟରେ ଯାତ୍ରା ଲାଭଦାୟୀ ହେବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.