ବୃଦ୍ଧ ଦମ୍ପତି ଏତେ ସୁନ୍ଦର ଡ୍ୟାନ୍ସ କଲେ ଯେ ଲୋକେ ହୋଇଗଲେ ତାଙ୍କ ଫ୍ୟାନ୍‌, ଦେଖନ୍ତୁ ବିୟୁଟିଫୁଲ୍‌ ଭିଡିଓ

ଇଣ୍ଟରନେଟ ବହୁତ ପ୍ରକାର ଡ୍ୟାନ୍ସ ଭିଡିଓରେ ଭରପୂର ରହିଛି। କିନ୍ତୁ ଏହି ଭିଡିଓ ବହୁତ ଖାସ୍‌। କାହିଁକିନା ଏକ ବୟସ୍କ ଦମ୍ପତି୯୦ ଦଶକ ଗୀତରେ ବହୁତ ଶାନଦାର ଡ୍ୟାନ୍ସ କରୁଛନ୍ତି। କୋଲକାତାର ଏକ କାଫେରେ ଯେତେବେଳେ ଏହି ବୃଦ୍ଧ ଦମ୍ପତି ‘ବୋ ଚଲୀ ବୋ ଚଲୀ’ ଗୀତରେ ଡ୍ୟାନ୍ସ କଲେ, ସେତେବେଳେ ସମସ୍ତେ ତାଙ୍କୁ ଦେଖିକି ହିଁ ରହିଗଲେ। ବିଶ୍ୱାସ କରନ୍ତୁ ଆପଣ ବି ଏହି ଡ୍ୟାନ୍ସ ଭିଡିଓ ଦେଖିଲେ ଇଚ୍ଛା ହେବ ବାରମ୍ବାର ଦେଖିବାକୁ।

ଏହି ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ୟୁଜର ସେୟାର କରିଛନ୍ତି। ତାଙ୍କ ମୁତାବକ, ‘ଏହି ଭିଡିଓ କୋଲକାତାର ହାର୍ଡ ରକ କାଫେର ଅଟେ। ଯେଉଁଠି ଗୋଟେ ବ୍ୟାଣ୍ଡ ୯୦ ଦଶକ ଗୀତ ବଜାଉଥିଲେ। ଆଉ ଠିକ ସେତିକିବେଳେ ଜଣେ ବୃଦ୍ଧ ଦମ୍ପତି ଏତେ ବଢ଼ିଆ ସୁନ୍ଦର ଡ୍ୟାନ୍ସ କଲେ ଯେ ଲୋକମାନେ ତାଙ୍କର ଫ୍ୟାନ୍‌ ହୋଇଗଲେ।

ଏବେ ଏହି ଭିଡିଓ ପୂରା ଇଣ୍ଟରନେଟରେ ଧମାଲ ମଚାଉଛି। ବହୁତ ଲୋକ ଏହି ଭିଡିଓରେ ନିଜ ପ୍ରତିକ୍ରିୟା ଦେଉଛନ୍ତି। ଅନେକ ୟୁଜର୍ସ ଏହି କ୍ୟୁଟ୍‌ କପଲଙ୍କ ଶାନଦାର ଡ୍ୟାନ୍ସର ପ୍ରଶଂସା କରୁଛନ୍ତି। ତେବେ ଆପଣ ବି କୁହନ୍ତୁ ଏ ଭିଡିଓ ଆପଣଙ୍କୁ କେମିତି ଲାଗୁଛି।

 

View this post on Instagram

 

A post shared by Mamta Sharma Das (@thebohobaalika)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.