ଆଜି ପିତୃ ଦିବସ : ସନ୍ତାନଙ୍କ ଜୀବନରେ ବାପାଙ୍କର ରହିଥାଏ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ

ବାପା-ମାଆଙ୍କର ଭୂମିକା ଆମ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ। ସନ୍ତାନ ପାଇଁ ବାପାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବାପା ଙ୍କ ବଳିଦାନ କୁ ସମ୍ମାନ ଦେଇ ପିଲା ସେ ସବୁ ଖୁସି ଦେବାକୁ ଚାହିଁବେ ବାପା ଙ୍କୁ ଯାହା ପାଇଁ ବାପା ହକଦାର। ବାପା ମାଙ୍କୁ ଯେତେ ଖୁସି ଦେଲେ ବି ତାଙ୍କ ଋଣ ନା କେହି ସୁଝିଛି ନା କେହିସେ ଋଣ ସୁଝି ପାରିବେ ।

papaପିତାଙ୍କର ଏହି ଅମୂଲ୍ୟ ଯୋଗଦାନ ମହତ୍ତ୍ୱ ସହ ସଠିକ ଭାବେ ପରିଚିତ ହେବା ପାଇଁ ପିତୃ ଦିବସ ପାଳନ କରାଯାଏ। ‘ଫାଦର୍ସ ଡେ’ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ପାଳନ କରାଯାଏ।

papaସର୍ବପ୍ରଥମେ ‘ଫାଦର୍ସ ଡ଼େ’ଜୁନ ୧୯,୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହି ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.