Below header

କରୋନାରୁ ବଞ୍ଚିବା ପାଇଁ ବିଶ୍ୱର ବଡ ବଡ ଲିଡର୍ସ ବି ଆପଣାଉଛନ୍ତି ଭାରତୀୟ ସଂସ୍କୃତି, ଦେଖନ୍ତୁ କିଛି ଖାସ୍ ଫଟୋ

କରୋନା ଭାଇରସ୍ କାରଣରୁ ଆଜିକାଲି ସାରା ବିଶ୍ୱରେ ସୋସିଆଲ ଡିଷ୍ଟାନ୍ସିଂ ବୃଦ୍ଧି ପାଇଛି । ଏହି ସମୟରେ ହାତ ମିଳାଇବା ବା ଆଲିଙ୍ଗନ କରି ଅଭିବାଦନ ଜଣାଇବା ଅପେକ୍ଷା ସମସ୍ତେ ଭାରତୀୟ ସଂସ୍କୃତିକୁ ଆପଣେଇ ଥିବା ଦେଖିବାକୁ ମିଳିଛି । ତେବେ ଏହି ତାଲିକାରେ ଦୁନିଆର କିଛି ବଡ ବଡ ଲିଡର୍ସ ମାନଙ୍କ ନାମ ମଧ୍ଯ ଯୋଡ଼ି ହୋଇଯାଇଛି ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

ପ୍ରଥମତଃ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣ ସମୟରେ କିମ୍ବା ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ସମସ୍ତଙ୍କୁ ହାତ ଯୋଡ଼ି ନମସ୍କାର୍ କରିବା ସହ ସମ୍ବୋଧିତ କରିଥାନ୍ତି । କରୋନା ବିରୋଧରେ ଦେଶକୁ ସମ୍ବୋଧିତ କରିବା ସମୟରେ ମଧ୍ଯ ସେ ଅନେକ ଥର ହାତ ଯୋଡ଼ିଥିବା ଦେଖିବାକୁ ମିଳେ ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ଯ ସୋସିଆଲ ଡିଷ୍ଟାନ୍ସିଂ ପାଳନ କରିବା ସହିତ ନମସ୍କାର କରୁଥିବା ଦେଖିବାକୁ ମିଳୁଛି । ଏହି ଫଟୋରେ ଆଇରିସ ପ୍ରଧାନମନ୍ତ୍ରୀ ଲିଓ ବାରାଡ଼କର ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବୈଠକ ସମୟରେ ଜଣେ ଅନ୍ୟଜଣଙ୍କୁ ନମସ୍କାର୍ କରି ଅଭିବାଦନ ଜଣାଉଛନ୍ତି ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ନେତନ୍ୟାହୁ ଏକ ବୈଠକରେ ପାର୍ଟିର ସଦସ୍ୟଙ୍କୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ବ୍ରିଗିଟ ମାକ୍ରୋନ ୟୁରୋପର ଆତଙ୍କି ଆକ୍ରମଣର ପିଡିତଙ୍କୁ ସମ୍ମାନିତ କରିବା ପାଇଁ ଏକ ସମାରୋହରେ ସାମିଲ ହୋଇ ସମସ୍ତଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଛନ୍ତି । ଏହାସହିତ ଅନ୍ୟ ଫଟୋରେ ମାକ୍ରୋନ୍ 15 ମାର୍ଚ୍ଚରେ ମେୟର ନିର୍ବାଚନର ମତଦାନ ପରେ ହାତଯୋଡି ନମସ୍କାର୍ କରିଥିବା ଦେଖିବାକୁ ମିଳିଛି ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

କରୋନା ଭାଇରସରୁ ବଞ୍ଚିବା ପାଇଁ ନେଦରଲ୍ୟାଣ୍ଡର ରାଜା ବିଲେମ୍ ଆଲେକ୍ଜାଣ୍ଡର୍ ନମସ୍କାର୍ କରୁଥିବା ଦେଖିବାକୁ ମିଳିଛି ।

Coronavirus से बचने के लिए 'नमस्ते' बना ग्लोबल पावर, बड़े-बड़े लीडर जोड़ रहे हैं हाथ, देखिए दुनियाभर की खास Photos

ନିକଟରେ ପ୍ରିନ୍ସ ଚାର୍ଲ୍ସ ବିଭିନ୍ନ କାର୍ଯ୍ୟକ୍ରମରେ ବ୍ରିଟିଶ୍ ଟିଭି ବ୍ୟକ୍ତିତ୍ୱ ଫ୍ଲୋଲା ବେଞ୍ଜାମିନ, ଅନ୍ନା ଫ୍ରେଲ୍ ଏବଂ ପ୍ରିୟର୍ସ ବ୍ରୋସନନଙ୍କୁ ସାକ୍ଷାତ କରିବା ସମୟରେ ହାତ ମିଳାଇବା ବଦଳରେ ତାଙ୍କୁ ହାତ ଯୋଡ଼ି ନମସ୍ତେ କହି ଅଭିବାଦନ ଜଣାଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.