Below header

ନିଜ ବିବାହରେ ଏପରି ଅବସ୍ଥାରେ ପହଁଚିଲେ ବର, କନ୍ୟା ଏବଂ ପରିବାର ଦେଖି ହେଲେ ଆଶ୍ଚର୍ଯ୍ୟ

ବାହାଘର ମାସେ ପୂର୍ବରୁ ବର କନ୍ୟା କଣ ସମ୍ପର୍କୀୟମାନେ ବି ସେହି ଦିନ କଣ ପିନ୍ଧିବେ ତାକୁ ନେଇ ବହୁତ ଚିନ୍ତା କରନ୍ତି। କିନ୍ତୁ ସୋସିଆଲ ମିଡିଆରେ ଜଣେ ବରପାତ୍ରଙ୍କର ଏମିତି ଫଟୋ ଭାଇରାଲ ହେଉଛି ଯାହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏ ଘଟଣା ହେଉଛି ଇଣ୍ଡୋନେସିଆର, ଯେଉଁଠି ଗୋଟେ ବାହାଘରରେ ବର କେବଳ ଗୋଟେ ସଟର୍ସ ପିନ୍ଧିଥିବା ନଜର ଆସିଛନ୍ତି। କିନ୍ତୁ କନ୍ୟା ଜଣଙ୍କ ଟ୍ରାଡିସନାଲ ଆଉଟଫିଟରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏ ଦୃଶ୍ୟ ଦେଖି ଆପଣଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସୁଥିବ ଯେ ବର ଏମିତି ଅବସ୍ଥାରେ କାହିଁକି ଅଛନ୍ତି।

groomରିପୋର୍ଟ ମୁତାବକ ବିବାହର କିଛି ଦିନ ପୂର୍ବରୁ ବରପାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଥିଲେ। ଯେଉଁ କାରଣରୁ ବରପାତ୍ର ଜଣଙ୍କର ସର୍ଜରୀ ବି ହୋଇଛି। ଏହି କାରଣରୁ ବର ଜଣଙ୍କ ଖାଲି ପ୍ୟାଣ୍ଟ ପିନ୍ଧି ବିବାହ ସମାରୋହରେ ବସିଥିଲେ। ଏହା ଦେଖି କିଛି ୟୁଜର୍ସଙ୍କ କହିବା କଥା ଯେ ଠିକ ହେବା ପରେ ବିବାହ କରିବା ଉଚିତ ଥିଲା ତ ଆଉ କିଏ କହୁଛନ୍ତି ଏତେ ଜଲଦି ବିବାହ କରିବା କଣ ଦରକାର ଥିଲା।

ଆପଣ ଦେଖିପାରୁଥିବେ ଯେ ପୋଷାକରେ କେବଳ ସେ ଖଣ୍ଡେ ପ୍ୟାଣ୍ଟ ହିଁ ପିନ୍ଧିଛନ୍ତି। ବିବାହର ୪ ଦିନ ପୂର୍ବରୁ ବରପାତ୍ରଙ୍କୁ ଏମିତି ଦଶା ଭୋଗିବାକୁ ପଡିଳା ଯେ ନିଜ ଜୀନବର ସବୁଂରୁ ଖାସ୍ ଦିନରେ ସେ ଏପରି ଅବସ୍ତାରେ ବିବାହ କଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.