Below header

ଜାଣନ୍ତୁ, ୨୦୨୧ରେ ପଡ଼ୁଛି କେତୋଟି ଛୁଟି ଓ ବୁଲାବୁଲି ପାଇଁ ଏବେ ଠାରୁ ବନାନ୍ତୁ ପ୍ଲାନ୍‌

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୨୦ ଓ ଆରମ୍ଭ ହେବ ନବବର୍ଷ ୨୦୨୧। କରୋନା ଯୋଗୁ ଚଳିତବର୍ଷ ଲୋକମାନେ ବୁଲାବୁଲି କରିପାରିନାହାନ୍ତି ଏଣୁ ନୂଆବର୍ଷ ପାଇଁ ଏବେଠୁ ବିଭିନ୍ନ ପ୍ଲାନ୍‌ କରୁଥିବା ଦେଖିବାକୁ ମିଳିଛି। ଯଦି ଆପଣ ବି ୨୦୨୧ରେ ମିଳୁଥିବା ଛୁଟିକୁ ନେଇ ଉତ୍ସାହିତ ଅଛନ୍ତି, ତେବେ ଆସନ୍ତୁ ଜାଣିବା ଆସନ୍ତାବର୍ଷ କେଉଁ କେଉଁ ଦିନ ଛୁଟି ରହିଛି…

ଜାନୁୟାରୀ:
ଜାନୁୟାରୀ ୧ ଶୁକ୍ରବାର- ନୂଆବର୍ଷର ପ୍ରଥମ ଦିନ
ଜାନୁୟାରୀ ୧୪ ମଙ୍ଗଳବାର- ମକର ସଂକ୍ରାନ୍ତି ବା ପୋଙ୍ଗଲ
ଜାନୁଆରୀ ୨୬ ମଙ୍ଗଳବାର – ଗଣତନ୍ତ୍ର ଦିବସ

ଫେବ୍ରୁଆରୀ:
ଫେବ୍ରୁଆରୀ ୧୬ ମଙ୍ଗଳବାର- ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା
ଫେବ୍ରୁଆରୀ ୨୭ ଶନିବାର- ଗୁରୁ ରବିଦାସ ଜୟନ୍ତୀ

ମାର୍ଚ୍ଚ:
ମାର୍ଚ୍ଚ ୮ ସୋମବାର- ମହର୍ଷି ଦୟାନନ୍ଦ ସରସ୍ୱତୀ ଜୟନ୍ତୀ
ମାର୍ଚ୍ଚ ୨୮ ରବିବାର – ହୋଲିକା ଦହନ

ଏପ୍ରିଲ:
ଏପ୍ରିଲ ୪ ରବିବାର- ଇଷ୍ଟର
ଏପ୍ରିଲ ୧୪ ବୁଧବାର- ବୈଶାଖୀ

ମେ:
ମେ ୧ ଶୁକ୍ରବାର- ଶ୍ରମିକ ଦିବସ
ମେ ୧୨ ବୁଧବାର- ଇଦ୍‌-ଉଲ୍‌-ଫିତର
ମେ ୨୬ ବୁଧବାର-ବୁଧ ପୂର୍ଣ୍ଣିମା

ଜୁନ୍‌:
ଜୁନ୍ ୬- ଅପରା ଏକଦଶୀ
ଜୁନ୍‌ ୧୦ – ସାବିତ୍ରୀ ବ୍ରତ

ଜୁଲାଇ:
ଜୁଲାଇ ୨୧- ଇଦ- ଉଲ ଜୁହା (ବକରୀଦ)

ଅଗଷ୍ଟ:
ଅଗଷ୍ଟ ୧୫ ଶନିବାର- ସ୍ୱାଧୀନତା ଦିବସ
ଅଗଷ୍ଟ ୧୯ ଗୁରୁବାର- ମହରମ୍‌
ଅଗଷ୍ଟ ୨୧ ଶନିବାର- ଓନମ୍
ଅଗଷ୍ଟ ୨୨ ରବିବାର- ରାକ୍ଷୀ ପୂର୍ଣ୍ଣିମା
ଅଗଷ୍ଟ ୩୦ ସୋମବାର- ଜନ୍ମାଷ୍ଟମୀ

ସେପ୍ଟେମ୍ବର:
ସେପ୍ଟେମ୍ବର ୧୦ ଶୁକ୍ରବାର– ଗଣେଶ ଚତୁର୍ଥୀ

ଅକ୍ଟୋବର:
ଅକ୍ଟୋବର ୨ – ଗାନ୍ଧୀ ଜୟନ୍ତୀ
ଅକ୍ଟୋବର ୧୫ – ଦଶହରା
ଅକ୍ଟୋବର ୧୯-ମିଲାଦ-ଉନ୍‌-ନବୀ

ନଭେମ୍ବର:
ନଭେମ୍ବର ୨- ଧନତେରସ
ନଭେମ୍ବର ୪- ଦୀପାବଳି
ନଭେମ୍ବର ୬- ଭାଇଦୁଜ

ଡିସେମ୍ବର:
ଡିସେମ୍ବର ୨୫ ଶୁକ୍ରବାର- ବଡ଼ଦିନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.