Below header

ଜ୍ୟୋତିଷଙ୍କର ୪ଟି ମହତ୍ତ୍ୱପୂର୍ଣ୍ଣ କଥା, ଜାଣନ୍ତୁ କଣ?

ଜ୍ୟୋତିଷ ଏକ ବୃହତ୍ତ ଶାସ୍ତ୍ର। କୌଣସି ପଣ୍ଡିତ ପୂର୍ଣ୍ଣ ଜ୍ଞାନୀ ହୋଇନଥିଲେ ମଧ୍ୟ ଏ ଭଳି କିଛି କଥା ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି, ଯାହା ଅନେକ ସମୟରେ ଆଶ୍ଚର୍ଯ୍ୟ ଚକିତ କରିଦେଇଥାଏ। ଆଜି ଆମେ ଆପଣଙ୍କୁ ୪ଟି ଜରୁରୀ କଥା କହିବୁ।

-ଗୁରୁଙ୍କ ଦୃଷ୍ଟି ଅମୃତ ବର୍ଷା କରିଥାଏ। ଗୁରୁ ଲଗ୍ନ-ତ୍ରିକୋଣ ସ୍ଥାନର ସ୍ୱାମୀ ଅର୍ଥାତ ତ୍ରିକ ସ୍ଥାନର ସ୍ୱାମୀ। ଯଦି ଗୁରୁ ଲଗ୍ନେଶ ତ୍ରିକୋଣଶ ହୋଇଥାନ୍ତି ତେବେ ଗୁରୁଙ୍କ ଦୃଷ୍ଟି ଅମୃତ ବର୍ଷା କରିଥାଏ ଅନ୍ୟଥା ଅନ୍ୟ କୌଣସି ସ୍ଥାନରେ ଥିଲେ ଅମୃତ ବର୍ଷା କରିନଥାନ୍ତି।

horoscope-20-ଶନିଙ୍କ ପ୍ରସଙ୍ଗରେ ମାନ୍ୟତା ରହିଛି ଯେଉଁ ସ୍ଥାନରେ ଶନି ବାସ କରିଥାନ୍ତି ସେଠାରେ ବୃଦ୍ଧି କରିଥାନ୍ତି ଏବଂ ଯେଉଁଠାରେ କୋପ ଦୃଷ୍ଟି ପକାଇଥାନ୍ତି ସେହି ସ୍ଥାନ ସମ୍ପୂର୍ଣ୍ଣ ବିଗିଡି ଯାଇଥାଏ।

-ଯଦି ହାତରେ ଶନିଙ୍କ ପର୍ବତ ଦାବି ହୋଇ ରହିଥାଏ ଏବଂ ସେହି ବ୍ୟକ୍ତିଙ୍କ ଆଙ୍ଗୁଳି ସୂର୍ଯ୍ୟଙ୍କ ଆଙ୍ଗୁଳି ଆଡକୁ ରହିଥାଏ ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଶନିଙ୍କ ପ୍ରବଳ ଅବରୋଧ ଦୃଷ୍ଟି ଗୋଚର ହୋଇଥାଏ।

astro-ମଙ୍ଗଳ ଉତ୍ତେଜନା ଏବଂ ଆନନ୍ଦ ପ୍ରାପ୍ତ କରିବା ଭଳି ପ୍ରକୂପିତ କରିବା ଭଳି ଗ୍ରହ। ମଙ୍ଗଳ ଦୋଷର ବିଚାର ମଙ୍ଗଳ ଗ୍ରହର ଏହି ପ୍ରବୃତି କାରଣରୁ କରାଯାିଥାଏ। କାରଣ ଅଧିକ ଉତ୍ତେଜନା ଏବଂ ଆନନ୍ଦ ପ୍ରାପ୍ତ କରିବାର ଇଛା ଗୃହସ୍ଥ ଜୀବନ ପାଇଁ ଘାତକ ସାଜିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.