Below header

ଶରୀରରେ କେଉଁଠି ରହିଥାଏ ଆତ୍ମା

ଆମ ମାନେ ସମସ୍ତେ ଶୁଣିଛନ୍ତି ଯେ ମଣିଷର ମ୍ରୁତ୍ୟୁ ହେଲା ପରେ ତାର ଆତ୍ମା କେଉଁଠିକୁ ଚାଲିଯାଏ। ଏବଂ ଅନ୍ୟ ଏକ ନୂଆ ଶରୀରରେ ରହିଯାଏ। ମୃତ୍ୟୁକୁ ବହୁତ ପାଖରୁ ଅନୁଭବ କରିଥିବା ଲୋକଙ୍କ କଥାକୁ ଶୁଣି ଏବଂ ଜାଣି ଯୋଗୀଜନଙ୍କ ସହିତ ବିଜ୍ଞାନ ମଧ୍ୟ ଏହି ସିଦ୍ଧାନ୍ତରେ ପହଁଚିଛି ଯେ ଆତ୍ମା ବା ଜୀବନର କେନ୍ଦ୍ର ମସ୍ତିଷ୍କର ସେହି ଅଂଶ ଅଟେ ଯାହାକୁ ସହସ୍ରାର ଚକ୍ର କୁହାଯାଏ। ଏହି ଚକ୍ର ସେହି ସ୍ଥାନରେ ଥାଏ ଯେଉଁଠି ଲୋକମାନେ ଚୁଟି ରଖିଥାନ୍ତି।

ନୂଆ ଅଧ୍ୟୟନ ଅନୁଯାୟୀ ତାନ୍ତ୍ରିକ ପ୍ରଣାଳୀରେ ଯେତେବେଳେ ଆତ୍ମାର ଉପସ୍ଥିତିକୁ ଅନୁଭୂତ କରାଉଥିବା କ୍ବାଣ୍ଟମ ପଦାର୍ଥ କମ୍ ହେବାକୁ ଲାଗିଥାଏ, ତେବେ ମୃତ୍ୟୁ ଭଳି ଅନୁଭୂତ ହୋଇଥାଏ।

soulଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ ଆତ୍ମା ମୁଳତଃ ମସ୍ତିଷ୍କରେ ବାସ କରିଥାଏ। ମୃତ୍ୟୁ ପରେ ଏହା ବାହାରି ଅନ୍ୟ ଜନ୍ମ ନେବା ପାଇଁ ବ୍ରହ୍ମାଣ୍ଡରେ ଲୀନ ହୋଇଯାଇଥାଏ। ଆତ୍ମାର କେନ୍ଦ୍ର ଏହି ନିଷ୍କର୍ଷ ସେହି କ୍ବାଣ୍ଟମ ସିଦ୍ଧାନ୍ତର ମଧ୍ୟ ପ୍ରୁଷ୍ଟି କରିଥାଏ।

କୁହାଯାଏ ଯେ ମସ୍ତିଷ୍କରେ କ୍ବାଣ୍ଟମ କମ୍ପ୍ୟୁଟର ପାଇଁ ଭାବନା ଏକ ପ୍ରୋଗ୍ରାମ ଭଳି କାମ କରିଥାଏ। ଏହା ବ୍ରହ୍ମାଣ୍ଡରେ ରହିଥାଏ ଆତ୍ମାର ମୂଳ ସ୍ଥାନ ମସ୍ତିଷ୍କର କୋଶିକା ଭିତରେ ରହିଥାଏ ଯାହାକୁ ‘ମାଇଥାଟ୍ୟୁବସ’ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.