Below header

ଆପଣ ଜାଣିଛନ୍ତି କି, ମୋଦୀଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦବୀରେ ଆସିବା ଦିନରୁ ଦେଶରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରିଛନ୍ତି । ଦେଶରେ ତାଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ତାଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ରହିଥାଏ। ଆଜି ଆମେ ଆପଣଙ୍କୁ ମୋଦୀଙ୍କ ଜୀବନ ବିଷୟରେ ଏକ କଥା କହିବାକୁ ଯାଉଛୁ। ଆଜ୍ଞା ହଁ , ଆମେ ଆଜି ମୋଦୀଙ୍କ ଦିନ ଖାଇବା ଖର୍ଚ୍ଚ ବିଷୟରେ ଆପଣଙ୍କୁ ସୂଚନା ଦେବାକୁ ଯାଉଛୁ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ମୋଦିଙ୍କ ଖାଇବା ଖର୍ଚ୍ଚରେ ସରକାର ଟଙ୍କାଟେ ମଧ୍ୟ ଖର୍ଚ୍ଚ କରନ୍ତି ନାହିଁ ।

ଆରଟିଆଇ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରୋଷେୟା ଗୁଜୁରାତରୁ ନିଜ ସହ ନେଇକି ଆସିଥାନ୍ତି। ସେ ବହୁତ ହାଲୁକା ଏବଂ ସାଧାରଣ ଖାଦ୍ଯ ଖାଇବାକୁ ପସନ୍ଦ କରିଥାନ୍ତି। ଯଦି ସମୁଦାୟ ହିସାବ କରାଯାଏ ତେବେ ଦିନକ ମାତ୍ର ୫୦୦ଟଙ୍କା ହିଁ ତାଙ୍କ ସଂପୂର୍ଣ୍ଣ ଖାଇବା ଖର୍ଚ୍ଚ ହୋଇଥାଏ। ସେହି ଖର୍ଚ୍ଚ ପୁଣି ନରେନ୍ଦ୍ର ମୋଦୀ ସରକାରଙ୍କ ନିକଟରୁ ନେଇ ନଥାନ୍ତି ବରଂ ନିଜ ପକେଟରୁ ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.