କିନ୍ନରଙ୍କୁ ଦେଖିଲେ ନିଶ୍ଚିତ କରନ୍ତୁ ଏହି କାମ, ହେବେ ଧନବାନ

ଆମ ସମାଜରେ କିନ୍ନରଙ୍କୁ ସେହି ସ୍ଥାନ ଦିଆଯାଏନାହିଁ, ଯେଉଁଥିରେ ତାଙ୍କର ଅଧିକାର ରହିଛି। ପୌରାଣିକ କାଳରେ କିନ୍ନରଙ୍କ ମହତ୍ତ୍ୱ ବହୁତ ଅଧିକ ରହିଛି। ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁମାନଙ୍କୁ କିନ୍ନରଙ୍କ ଆଶିର୍ବାଦ ମିଳେ ସେମାନଙ୍କ ଭାଗ୍ୟ ବଦଳିଯାଏ ଏବଂ ଜୀବନ ସୁଖମୟ ହୋଇଯାଏ। ଖାସ୍ କରି ପିଲାମାନଙ୍କ ଉପରେ କିନ୍ନରଙ୍କ ଦୁଆ ବହୁତ ଫଳଦାୟୀ ହୋଇଥାଏ। ପିଲାମାନଙ୍କର ଅନେକ ସମସ୍ୟାକୁ କିନ୍ନର ସହ ଜଡିତ ଅନେକ ଉପାୟକୁ ଦୂର କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେଉଁଭଳି କିନ୍ନରଙ୍କ ସାହାଯ୍ୟରେ ଆପଣଙ୍କ ପିଲାଙ୍କୁ ଅସାଧ୍ୟ ରୋଗରୁ ଦୂର କରିପାରିବେ।

ନବଜାତ ଶିଶୁଙ୍କୁ ଜନ୍ମରୁ ଠିକ୍ ପରେ କୌଣସି ବୁଧବାର ଦିନ ନଚେତ ବୁଧ ନକ୍ଷତ୍ର ଦିନ ଶିଶୁଙ୍କୁ କିନ୍ନରଙ୍କର କୋଳରେ ଦିଅନ୍ତୁ। ସେମାନେ ପିଲାଙ୍କୁ ଆଶିର୍ବାଦ ଦେବେ। ଆଉ ଏହା ପିଲାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ସିଦ୍ଧ ହେବ।

ପିଲାଙ୍କ ଜନ୍ମରୁ ତାଙ୍କ ଅନ୍ନ ପ୍ରାଶନ ପର୍ଯ୍ୟନ୍ତ ପ୍ରତ୍ୟକ ବୁଧବାର ଏବଂ ପ୍ରତ୍ୟେକ ବୁଧ ନକ୍ଷତ୍ର ଦିନ ପିଲାଙ୍କୁ କୌଣସି ପ୍ରସନ୍ନଚିତ୍ତ କିନ୍ନରଙ୍କ ଠାରୁ ଆଶିର୍ବାଦ ପ୍ରାପ୍ତ କରାନ୍ତୁ। ପିଲାଙ୍କର ସ୍ୱାସ୍ଥ୍ୟ ଉତ୍ତରତ୍ତର ବିକାଶ ହେବ।

ପିଲା ଯଦି କୌଣସି ଅସାଧ୍ୟ ରୋଗରେ ପୀଡିତ ଅଛି ଏବଂ ଔଷଧ କାମ ଦେଉନାହିଁ, ସେତେବେଳେ କିନ୍ନରଙ୍କ ଠାରୁ କିଛି ଦିନ ପର‌୍ୟ୍ୟନ୍ତ ପିଲାର ସେବା କରାନ୍ତୁ। ଏପରି କଲେ ଔଷଧର ପ୍ରଭାବ ଶୀଘ୍ର କରିବ।

କୌଣସି ଛୋଟ ପିଲା କିମ୍ବା ବଡ ଯଦି ଅଣ୍ଟା ଯନ୍ତ୍ରଣା, ମୁଣ୍ଡ ବ୍ୟଥା ଆଦି ରୋଗରେ ପୀଡିତ ଥାନ୍ତି ତେବେ ୨୧ ଥର କୌଣସି କିନ୍ନରଙ୍କ ଠାରୁ ହାତ ବୁଲାଇ ଦିଅନ୍ତୁ। କମର ପିଡା ପାଇଁ କିନ୍ନରଙ୍କ ବାମ ଗୋଡରେ ଲାତ ନିଅନ୍ତୁ। ଏମିତି କଲେ ଆପଣ ଦେଖିବେ ଯେ ପୀଡାରେ ଚମତ୍କାର ଭାବରେ ଲାଭ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.