ନର୍କ ଭୋଗିଥାନ୍ତି ଏହି ପ୍ରକାର କର୍ମ କରୁଥିବା ବ୍ୟକ୍ତି, ମହାଭାରତରେ ୬ ପ୍ରକାର ଲୋକଙ୍କ ବିଷୟରେ କହିଛନ୍ତି ପିତାମହ ଭୀଷ୍ମ

ପିତାମହ ଭୀଷ୍ମ ମହାଭାରତରେ ୬ ପ୍ରକାରର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ନୀଚ କାମ କରି ନର୍କ ଯନ୍ତ୍ରଣା ଭୋଗିଥାନ୍ତି। ଏହିଭଳି ଲୋକଙ୍କ ଜୀବନରେ କେବେ କେବେ ଏତେ ବଡ଼ ଦୁଃଖ ଆସିଯାଇଥାଏ ଯେ ଯାହାଫଳରେ ସେମାନେ ବିଚଳିତ ହୋଇପଡ଼ନ୍ତି।

ଖରାପ କର୍ମ କରିବା ହେତୁ ସେମାନଙ୍କୁ ମୃତ୍ୟୁ ପରେ ନର୍କ ମିଳିଥାଏ। ଆଜି ଆମେ ଆପଣଙ୍କୁ କହିବୁ କେଉଁଭଳି ଆଚରଣ କରୁଥିବା ଲୋକେ ନର୍କ ଯାଇଥାନ୍ତି।

dd

୧. ଯେଉଁ ବ୍ୟକ୍ତି ମଦ, ମାଂସର ଭୋଗୀ ଅଟେ

୨. ଯେଉଁ ବ୍ୟକ୍ତି ଧର୍ମକୁ ଅନାଦାର କରିଥାଏ

୩. ଯେଉଁ ବ୍ୟକ୍ତି ସ୍ତ୍ରୀର ମୋହରେ ଫସି ରହିଥାଏ

zx

୪. ଯିଏ ଗରିବର ଧନ ଖାଇଥାଏ

୫. ସାଙ୍ଗର ସ୍ତ୍ରୀ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି

୬. ଶେଷରେ ଯେଉଁ ବ୍ୟକ୍ତି ପଶୁମାନଙ୍କୁ ବଳି ଚଢାଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.