ଘରେ ବସି ଏପରି କରନ୍ତୁ କୁମ୍ଭମେଳାର ଦର୍ଶନ : କିଛି ଫଟୋ ଯାହା ଆପଣଙ୍କୁ ଦେବ ପ୍ରୟାଗରାଜର ଅନୁଭୂତି

ପ୍ରୟାଗରାଜରେ ଦେଶର ସବୁଠାରୁ ଧାର୍ମିକ ଏବଂ ଆଧ୍ୟାତ୍ମିକ ମେଳାର ଆୟୋଜନ କରାଯାଇଛି। ଏଠାରେ ଦେଶ-ବିଦେଶରୁ ଅନେକ ଲୋକ ଏକାଠି ହେଉଛନ୍ତି। ଏପରିକି ଏଠାରେ ସମସ୍ତ କୋଣଅନୁକୋଣରୁ ମନକୁ ଛୁଇଁଲା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଦୃଶ୍ୟ ମନରେ ଏକ ଆଧ୍ୟାତ୍ମିକ୍ ଭାବନା ଦେବ। ଯଦି ଚଳିତ ବର୍ଷ ଆପଣ କୁମ୍ଭ ମେଳା ଯାଇପାରି ନାହାନ୍ତି ତେବେ ଆପଣଙ୍କ ମନକୁ ବୁଝାଇବା ପାଇଁ ଆମେ ପ୍ରୟାଗରାଜର କିଛି ଫଟୋ ଆପଣଙ୍କୁ ଦେଖାଇବାକୁ ଯାଉଛୁ।

kumbha 1

-ପ୍ରୟାଗରାଜରେ କୁମ୍ଭମେଳା ସମୟର ପ୍ରଥମ ସକାଳ ।

kumbhamela

-କୁମ୍ଭମେଳାରେ ଶାହୀ ସ୍ନାନର ପୁଣ୍ୟ ଉଠାଉଛନ୍ତି ଜନସାଧାରଣ ।

kumbha mela

-କୁମ୍ଭମେଳାରେ କାର୍ଯ୍ଯରତ ଥିବା ଜଣେ ନାଗାସାଧୁ।

kumbhamela

-କୁମ୍ଭମେଳାରେ ଜମିଥିବା ଶ୍ରର୍ଦ୍ଧାଳୁଙ୍କ ଭିଡ଼ ।

Leave A Reply

Your email address will not be published.