ମହିଳାଙ୍କ ଚରିତ୍ର ସମ୍ପର୍କରେ ଜାଣିବାର କିଛି ସହଜ ତରିକା, ଆପଣ ଜାଣି ନିଅନ୍ତୁ ନଚେତ ପସ୍ତାଇବାକୁ ପଡିବ

ଏମିତିରେ ତ କୌଣସି ବି ମହିଳାଙ୍କ ଚରିତ୍ର ସମ୍ପର୍କରେ ଜାଣିବା କଠିନ ବ୍ୟାପାର । ଆପଣ ଯେତେ ବି ଜଣେ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରନ୍ତୁ, ହେଲେ ତାହା ଜାଣିବାକୁ ସକ୍ଷମ ହେବେ ନାହିଁ । ହେଲେ ଚାଣକ୍ୟ ତାଙ୍କ ନୀତିରେ ମହିଳାଙ୍କ ଚରିତ୍ରକୁ ଜାଣିବା ପାଇଁ କିଛି ସହଜ ତରିକା ସମ୍ପର୍କରେ କହିଛନ୍ତି । ଯଦି ଆପଣ ଧ୍ୟାନର ସହ ଏହାକୁ ଜାଣିବାକୁ ଚେଷ୍ଟା କରିବେ ତେବେ ସହଜରେ ଜଣେ ମହିଳାଙ୍କ ଚରିତ୍ର ସମ୍ପର୍କରେ ଜାଣି ପାରିବେ । ଆସନ୍ତୁ ଜାଣିବା ମହିଳାଙ୍କ ଚରିତ୍ର ସମ୍ପର୍କରେ କିଛି ସହଜ ତରିକା ।

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି କୌଣସି ମହିଳା କାହାକୁ ମାନନ୍ତି ବା ଖାତିର କରନ୍ତି, ତେବେ ଏହି ମହିଳାଙ୍କ ଚରିତ୍ର ଭଲ ହୋଇଥାଏ । ଅର୍ଥାତ ମହିଳା ପରବାର ଓ ପତିଙ୍କ ଚିନ୍ତା ରହିଥାଏ, ତେବେ ଏପରି ମହିଳାଙ୍କ ଚରିତ୍ର ଭଲ ହୋଇଥାଏ । ଏପରି ମହିଳାଙ୍କୁ ଗୁଣି ବୋଲି ଧରିନିଆଯାଏ । ଯଦି ଆପଣ କୌଣସି ମହିଳାଙ୍କୁ ଜୀବନ ସାଥୀ ଭାବେ ପାଇବାକୁ ଚାହାଁନ୍ତି, ତେବେ ପ୍ରଥମେ ଦେଖନ୍ତୁ ସେହି ମହିଳାଙ୍କ ଅନ୍ୟ ପ୍ରତି କେତେ ଖାତିର ବା କେତେ ସମ୍ମାନ । ଯଦି ମହିଳାଙ୍କ ଅନ୍ୟ ପ୍ରତି ସମ୍ମାନ ଥାଏ ତେବେ ଏହି ମହିଳାଙ୍କ ଚରିତ୍ର ଭଲ ହୋଇଥାଏ । ଆପଣ ଏପରି ମହିଳାଙ୍କୁ ନିଜର ଜୀବନସାଥୀ କରିପାରିବେ ।

ଯଦି କୌଣସି ମହିଳା ଧର୍ମ ଓ କର୍ମ ମାନନ୍ତି ବା ସେ ଧାର୍ମିକ କାର୍ଯ୍ୟ ସହ ଯୋଡି ହୋଇଥାନ୍ତି । କିମ୍ବା ଯଦି ମହିଳାଙ୍କର ଭଗବାନଙ୍କ ଉପରେ ଆସ୍ଥା ରହିଥାଏ । ତେବେ ଏପରି ମହିଳା ଭଲ ଗୁଣ ଓ ଚରିତ୍ରର ହୋଇଥାନ୍ତି । କୁହାଯାଏ ଯେଉଁ ମହିଳା ଧାର୍ମିକ ସେ ଅନ୍ୟର କ୍ଷତି କରିପାରେ ନାହିଁ । ତାଙ୍କର ପ୍ରେମ ଅନ୍ୟ ପ୍ରତି ପ୍ରେମ,ଦୟା ଓ ସ୍ନେହଁ ଭାବ ଥାଏ । ତେଣୁ ଧାର୍ମିକ ବାଲା ମହିଳା ଭଲ ଚରିତ୍ରର ହୋଇଥାନ୍ତି ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ କୌଣସି ମହିଳାଙ୍କ ଅତି ସୌନ୍ଦର୍ଯ୍ୟପଣ ଦେଖିବା କଥା ନୁହେଁ, ବରଂ ତାଙ୍କର ଗୁଣ ଦେଖିବା କଥା । ଯଦି କୌଣସି ମହିଳା ଗୁଣବତୀ, ତେବେ ଏପରି ମହିଳାଙ୍କ ଚରିତ୍ର ମଧ୍ୟ ଭଲ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.