Below header

ଦୀର୍ଘତମ ଚନ୍ଦ୍ର ଗ୍ରହଣ କାଲି

ଆସନ୍ତାକାଲି ଚନ୍ଦ୍ର ଗ୍ରହଣ । ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରହିବ ପ୍ରାୟ ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ । ଏକବିଂଶ ଶତାବ୍ଦୀର ଏହା ହେଉଛି ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଶୁକ୍ରବାର ଅପରାହ୍ନ ୨ଟା ୫୪ରୁ ପାକ ତ୍ୟାଗ ଓ ଦେବ ନୀତି ଶେଷ ହେବ । ତେବେ ଗ୍ରହଣ ଆରମ୍ଭ ହେବ ରାତି ୧୧ଟା ୪୫ରୁ । ଏହାର ପ୍ରା ୯ ଘଣ୍ଟା ପୂର୍ବରୁ ଭୋଜନ ନିଷେଧ । ଭୋର ୩ଟା ୫୪ ମିନିଟ୍ରେ ଗ୍ରହଣ ମୋକ୍ଷ ହେବ । ଏହା ପରେ ସ୍ନାନ ଆଦି କାର୍ୟ୍ୟ ସହ ଦେବନୀତି କରାଯିବ । ତେବେ କିଛି ଜ୍ୟୋତିଷଙ୍କ ଅନୁଯାୟୀ ଏହି ଚନ୍ଦ୍ର ଗ୍ରହଣ ପୃଥିବୀ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.