ବିଶ୍ୱର ଏହି ଦେଶରେ ମହଜୁଦ ଅଛି ସବୁଠାରୁ ଅଧିକ ପରମାଣୁ ବୋମା, ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ରୁଷ, ୟୁରୋପ ମହାଦେଶର ଏକ ବୃହତ ଦେଶ। ଏହି ଦେଶର ରାଜଧାନୀ ମସ୍କୋକୁ ବିଶ୍ୱର ସବୁଠାରୁ ବଡ଼ ସହର ମଧ୍ୟରେ ଗଣାଯାଇଥାଏ। ଆଜି ଆମେ ଆପଣଙ୍କୁ ରୁଷ ବିଷୟରେ କିଛି ରୋଚକ କଥା କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

lenin

୧. ରୁଷର କାନୁନ ଅନୁସାରେ, ଏହି ଦେଶର ନେତା ଲେନିନ ଓ ଷ୍ଟାଲିନଙ୍କ ଫଟୋକୁ କେହି ଗୁଳି ମାରିପାରିବେନି। ତେଣୁ ଏହାକୁ ଢାଲ କରି ଦେଶର ଅନେକ କଏଦୀ ନିଜକୁ ରକ୍ଷା କରୁଛନ୍ତି। ଅର୍ଥାତ ସେମାନେ ଏହାକୁ ଭୁଲ ବାଟରେ ଉପଯୋଗ କରୁଛନ୍ତି। କଏଦୀମାନେ ନିଜକୁ ରକ୍ଷା କରିବା ପାଇଁ ନିଜର ପୂରା ଶରୀରରେ ଲେନିନ ଓ ଷ୍ଟାଲିନଙ୍କ ଟାଟୁ ବନାଇ ଦେଉଛନ୍ତି, ଯଦ୍ଦ୍ୱାରା ତାଙ୍କ ଉପରେ କେହି ଗୁଳି ଚଲାଇ ପାରିବେନି।

୨. ରୁଷର ୪୦ ପ୍ରତିଶତ ଯୁବତୀ ୧୫ ବର୍ଷ ବୟସରେ ପହଞ୍ଚୁ ପହଞ୍ଚୁ ନିଜ ଭର୍ଜିନିଟି ହରାଇ ଦିଅନ୍ତି। ଏଠି ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ବହୁତ ଅଧିକ।

drive

୩. କ୍ଷେତ୍ରଫଳ ଦୃଷ୍ଟିରୁ ଏହି ଦେଶ ବିଶ୍ୱର ସବୁଠାରୁ ବଡ଼ ଦେଶ ହୋଇଥିବା ବେଳେ ଜନସଂଖ୍ୟା ମାମଲାରେ ଏହାର ସ୍ଥାନ ସପ୍ତମରେ ରହିଛି।

୪. ଏଠାରେ ପାଖାପାଖି ୫୦,୦୦୦ରୁ ଅଧିକ ଲୋକ କେବଳ ମଦ୍ୟପାନ ଯୋଗୁ ମୃତ୍ୟୁବରଣ କରିଥାନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି, ରୁଷରେ ପାଖାପାଖି ୨୦ ପ୍ରତିଶତ ଲୋକ ପ୍ରତ୍ୟେକ ଦିନ ହେରୋଇନ ନେଇଥାନ୍ତି।

bomb1

୫. ଏହି ଦେଶରେ ବେଢ଼ଙ୍ଗରେ ଗାଡ଼ି ଚଲାଇବାକୁ କ୍ରାଇମ ଭାବେ ଗଣାଯାଇଥାଏ।

୬. ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଶ୍ୱରେ ସବୁଠାରୁ ଅଧିକ ପରମାଣୁ ବୋମା ରୁଷରେ ହିଁ ମହଜୁଦ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.