Below header

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଦିବସରେ ମନେ ପଡ଼ନ୍ତି ହସ୍ତତନ୍ତ କାରିଗର । ସୂକ୍ଷ୍ମ ସୂତାର ନିଖୁଣ କାରିଗରୀରେ ବାନ୍ଧକଳାକୁ ବିଶ୍ୱରେ ପରିଚିତ କରାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା କେନ୍ଦୁପାଲି ଗାଁର ଅନେକ ବାନ୍ଧଶିଳ୍ପୀ । ଗାଁର ୪ଜଣ ବାନ୍ଧଶିଳ୍ଵୀ ପାଟ୍ଟଶାଢିରେ ତିଆରି କଳାକୃତୀ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ହେଲେ ପ୍ରୋତ୍ସାହନ ଅଭାବରୁ ଏମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ବାନ୍ଧଶିଳ୍ପୀଙ୍କ ସହ ଆଲୋଚନା କରିଛନ୍ତି ଆମ ସୁବର୍ଣ୍ଣପୁର ରିପୋର୍ଟର ଶେଷଦେବ ବାରିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.