Below header

ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି, ସୂଚନା ଦେଲେ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଇଣ୍ଡିଆନ ସୁପର ଲିଗ୍‌ରେ ସାମିଲ ହୋଇଥିବା ଓଡ଼ିଶା ଫୁଟ୍‌ବଲ କ୍ଲବ ଟିମ୍‌ରେ ଖେଳିବେ ଦୁଇ ଓଡ଼ିଆ ଖେଳାଳି । ଶୁଭମ୍‌ ଷଡଙ୍ଗୀ ଓ ଅଙ୍କିତ ଭୂୟାଁ ଓଡ଼ିଶା ଦଳରେ ସାମିଲ ହେବେ । ରାଜ୍ୟ କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଏମାନଙ୍କ ବ୍ୟତୀୟ ଅନ୍ୟ କିଛି ଓଡ଼ିଆ ଖେଳାଳି ମଧ୍ୟ ଓଡ଼ିଶା ଦଳରେ ସାମିଲ ହେବା ନେଇ ସେ ଆଶା ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.